ଭାଇ ହେଲା ଭଗାରୀ ଭିନ୍ନକ୍ଷମସାନଭାଇ କୁ ପୈତୃକ ସମ୍ପତି ରୁ ବେଦଖଲ କଲା

Udaya_Labanya | January 6, 2023 | 16 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଭାଇ ହେଲା ଭଗାରୀ l ଚଂଚକତା କରି ପୈତୃକ ସମ୍ପତି ରୁ
ଭିନ୍ନକ୍ଷମ ଛୋଟ ଭାଇ କୁ ବେଦଖଲ କଲା ବଡ଼ଭାଇ l
ଫଳରେ ବାଧ୍ୟହୋଇ ସାନଭାଇ ଉପଜିଲାପାଳ, ଦକ୍ଷିଣା ଞ୍ଚଳ ରାଜସ୍ବ କମିଶନର ନିକଟରେ ଲିଖିତ
ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି l
ଏଭଳି ଅଭିଯୋଗ ଆସିଛି ବାଲିଗୁଡା ଥାନା ମହାସିଙ୍ଗ ଅଂଚଳରୁ l
ସୂଚନା ଯୋଗ୍ୟ ଯେ, ସାନଭାଇ ଶରତ କୁ ସମ୍ପତି ର ଭାଗ ନ ଦେଇ ବଡ଼ଭାଇ ସଂସାରୁ ଅମାୟତ
ପ୍ରମୋଦ ସାହୁ ନାମକ ଆର ଆଇ କୁ କୁଆଡେ ବିକ୍ରୀ କରି ଥିବା ନେଇ ଅଭିଯୋଗ କରିଛନ୍ତି ସାନ ଭାଇ l
ତାଙ୍କୁ ତାଙ୍କର ହକ ନମିଳିଲେ ପରିବାର ସହ ଧାରଣା ଦେବାକୁ ବାଧ୍ୟହେବେ ବୋଲି କହିଛନ୍ତି l
ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 98 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories