#Breaking News

ଭାଇ ହେଲା ଭଗାରୀ ଭିନ୍ନକ୍ଷମସାନଭାଇ କୁ ପୈତୃକ ସମ୍ପତି ରୁ ବେଦଖଲ କଲା


ଫୁଲବାଣୀ (ସୁନୀଲ ପଟନାୟକ )
ଭାଇ ହେଲା ଭଗାରୀ l ଚଂଚକତା କରି ପୈତୃକ ସମ୍ପତି ରୁ
ଭିନ୍ନକ୍ଷମ ଛୋଟ ଭାଇ କୁ ବେଦଖଲ କଲା ବଡ଼ଭାଇ l
ଫଳରେ ବାଧ୍ୟହୋଇ ସାନଭାଇ ଉପଜିଲାପାଳ, ଦକ୍ଷିଣା ଞ୍ଚଳ ରାଜସ୍ବ କମିଶନର ନିକଟରେ ଲିଖିତ
ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି l
ଏଭଳି ଅଭିଯୋଗ ଆସିଛି ବାଲିଗୁଡା ଥାନା ମହାସିଙ୍ଗ ଅଂଚଳରୁ l
ସୂଚନା ଯୋଗ୍ୟ ଯେ, ସାନଭାଇ ଶରତ କୁ ସମ୍ପତି ର ଭାଗ ନ ଦେଇ ବଡ଼ଭାଇ ସଂସାରୁ ଅମାୟତ
ପ୍ରମୋଦ ସାହୁ ନାମକ ଆର ଆଇ କୁ କୁଆଡେ ବିକ୍ରୀ କରି ଥିବା ନେଇ ଅଭିଯୋଗ କରିଛନ୍ତି ସାନ ଭାଇ l
ତାଙ୍କୁ ତାଙ୍କର ହକ ନମିଳିଲେ ପରିବାର ସହ ଧାରଣା ଦେବାକୁ ବାଧ୍ୟହେବେ ବୋଲି କହିଛନ୍ତି l
ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *