କନ୍ଧମାଳ ସ୍ଵଇଛା ସେବା ସମିତି ପକ୍ଷରୁ ଅସହାୟ ଗରିବଙ୍କୁ ଖାଦ୍ୟ, କମ୍ବଳ ବଣ୍ଟନ

Udaya_Labanya | January 7, 2023 | 17 views |0 | Uncategorized


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ନୂତନ ବର୍ଷ ଉପଲକ୍ଷେ କନ୍ଧମାଳ ସ୍ଵଇଛା ସେବା ସମିତି ପକ୍ଷରୁ ସହରରେ ବସବାସ କରୁଥିବା ଅସହାୟ ବୃଦ୍ଧା, ବୃଦ୍ଧ, ଗରୀବମାନଙ୍କୁ ରନ୍ଧା ଖାଦ୍ୟ ସହ କମ୍ବଳ ବଣ୍ଟନ କରାଯାଇଛି। ସଂଘ ସଭାପତି ଭବାନୀ ଶଙ୍କର ହଂସ, କୃତିଦୀପନ ଭୋଇ, ସୁନୀଲ ଦିଗାଲ, ସରୋଜ ସାହୁଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ୍ ହୋଇଥିଲେ। ସଂଗଠନର ଏଭଳି ମହତ କାର୍ଯ୍ୟକୁ ସବୁଠି ପ୍ରସଂଶା କରାଯାଇଛି।

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories