1983 ବ୍ୟାଚର 24 ତମ ବନ୍ଧୁ ମିଳନ ଅନୁଷ୍ଠିତ ଅଭୁଲା ସ୍ମୃତି ପିଲାଦିନର ସାଙ୍ଗ ପାଇଁ ଦିନ ଟିଏ

Udaya_Labanya | January 8, 2023 | 469 views |0 | Uncategorized


ଆଠଗଡ (ଉଲ୍ଲାପ୍ର )ନୂଆଗଡ ମୁଣ୍ଡିଆ ଠାରେ ବିଶ୍ୱନାଥ ବିଦ୍ୟାପୀଠର 1983 ଜୁନିୟର ବ୍ୟାଚ ର 24 ତମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି,ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଆସନ୍ତା ବର୍ଷ ଜାନୁଆରୀ ମାସ ଦ୍ୱିତୀୟ ରବିବାର ବିଶ୍ୱନାଥ ବିଦ୍ୟାପୀଠ ଠାରେ ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହେଵବୋଲି ସର୍ବ ସମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି, ଏହି ରୌପ୍ୟ ଜୟନ୍ତୀ ସମାରୋହ ରେ ବିଭିନ୍ନ ଶିକ୍ଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ ହୋଇଛି, ବନ୍ଧୁମିଳନ ଅବସରରେ ସମ୍ପାଦକ ସଞ୍ଜୟ ରଥ ନୂତନବର୍ଷର ଅଭିନନ୍ଦନ ସମସ୍ତ ବନ୍ଧୁମାନଙ୍କୁ ପ୍ରଦାନ କରିଥିଲେ, ଏହି ବୈଠକ ରେ ପ୍ରମୋଦ ପାତ୍ର, ପ୍ରମୋଦ ରାୟ, ଅକ୍ଷୟ ରାଉତ, ପ୍ରକାଶ ବେହେରା, ବିଭୁ ପ୍ରସାଦ ମିଶ୍ର,ମନୋଜ ପରିଜା, ଧ୍ରୁବ ଚରଣ ସେଠି, ନିରୋଦ କୁମାର ସାହୁ, ସୁଦର୍ଶନ ସାହୁ, ସନ୍ତୋଷ ସ୍ୱାଇଁ, ହିମାଂଶୁ ସାହୁ, ଚିତ୍ତ ରାଉତ, ବିଜୟ ରାଉତ, ଅଞ୍ଜନ ମହାରଣା, ଡ଼ଃ ଶୁଭକାନ୍ତ ମହାପାତ୍ର, ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ,

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories