1983 ବ୍ୟାଚର 24 ତମ ବନ୍ଧୁ ମିଳନ ଅନୁଷ୍ଠିତ ଅଭୁଲା ସ୍ମୃତି ପିଲାଦିନର ସାଙ୍ଗ ପାଇଁ ଦିନ ଟିଏ

Udaya_Labanya | January 8, 2023 | 448 views |0 | Uncategorized


ଆଠଗଡ (ଉଲ୍ଲାପ୍ର )ନୂଆଗଡ ମୁଣ୍ଡିଆ ଠାରେ ବିଶ୍ୱନାଥ ବିଦ୍ୟାପୀଠର 1983 ଜୁନିୟର ବ୍ୟାଚ ର 24 ତମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି,ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଆସନ୍ତା ବର୍ଷ ଜାନୁଆରୀ ମାସ ଦ୍ୱିତୀୟ ରବିବାର ବିଶ୍ୱନାଥ ବିଦ୍ୟାପୀଠ ଠାରେ ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହେଵବୋଲି ସର୍ବ ସମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି, ଏହି ରୌପ୍ୟ ଜୟନ୍ତୀ ସମାରୋହ ରେ ବିଭିନ୍ନ ଶିକ୍ଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ ହୋଇଛି, ବନ୍ଧୁମିଳନ ଅବସରରେ ସମ୍ପାଦକ ସଞ୍ଜୟ ରଥ ନୂତନବର୍ଷର ଅଭିନନ୍ଦନ ସମସ୍ତ ବନ୍ଧୁମାନଙ୍କୁ ପ୍ରଦାନ କରିଥିଲେ, ଏହି ବୈଠକ ରେ ପ୍ରମୋଦ ପାତ୍ର, ପ୍ରମୋଦ ରାୟ, ଅକ୍ଷୟ ରାଉତ, ପ୍ରକାଶ ବେହେରା, ବିଭୁ ପ୍ରସାଦ ମିଶ୍ର,ମନୋଜ ପରିଜା, ଧ୍ରୁବ ଚରଣ ସେଠି, ନିରୋଦ କୁମାର ସାହୁ, ସୁଦର୍ଶନ ସାହୁ, ସନ୍ତୋଷ ସ୍ୱାଇଁ, ହିମାଂଶୁ ସାହୁ, ଚିତ୍ତ ରାଉତ, ବିଜୟ ରାଉତ, ଅଞ୍ଜନ ମହାରଣା, ଡ଼ଃ ଶୁଭକାନ୍ତ ମହାପାତ୍ର, ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ,

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 18 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 7 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories