କୋଟଗଡ଼ ବ୍ଲକ ଜାକେସି ଗ୍ରାମ କୁ ରାଜସ୍ୱ ଗ୍ରାମ ଘୋଷଣା ଦାବୀ

Udaya_Labanya | January 20, 2023 | 14 views |0 | Breaking News


ଫୁଲବାଣୀ(ସୁନୀଲ
ପଟନାୟକ )
କନ୍ଧମାଳ ଜିଲ୍ଲା ର କୋଟଗଡ଼ ବ୍ଲକ ଅନ୍ତର୍ଗତ ଯାକେସି ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ l
ଜନସଂଖ୍ୟା ଦୃଷ୍ଟିରୁ ସରକାର ରାଜସ୍ବ ଗ୍ରାମ ଘୋଷଣା କରିବା କଥା କିନ୍ତୁ ଗ୍ରାମବାସି ଦାବୀ କରିଆସୁଥିଲେ ମଧ୍ୟ ଆଜିଯାଏ ଘୋଷଣା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପୂର୍ବତନ ବିଧାୟକ ମାଝୀ କହିଛନ୍ତି l
ଏଥିପାଇଁ କଂଗ୍ରେସ ଓ ବିଜେଡି କୁ ଦାୟୀ କରିଛନ୍ତି ମାଝୀ l ପୂର୍ବତନଵିଧାୟକ ତଥା ବିଜେପି ନେତା କରେନ୍ଦ୍ର ମାଝୀ ନିକଟରେ ଏ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଓ କମିଶନ ମେମ୍ବର ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିବା କହିଛନ୍ତି l ସମସ୍ୟା ର ଶୀଘ୍ର ସମାଧାନ କରିବେ ବୋଲି କମିଶନ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିବା ମାଝୀ ସୂଚନା ଦେଇଛନ୍ତି l
ରାଜସ୍ୱ ଗ୍ରାମ ଘୋଷୋଣାହେଲେ ଅଂଚଳ ର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories