କୋଟଗଡ଼ ବ୍ଲକ ଜାକେସି ଗ୍ରାମ କୁ ରାଜସ୍ୱ ଗ୍ରାମ ଘୋଷଣା ଦାବୀ

Udaya_Labanya | January 20, 2023 | 18 views |0 | Breaking News


ଫୁଲବାଣୀ(ସୁନୀଲ
ପଟନାୟକ )
କନ୍ଧମାଳ ଜିଲ୍ଲା ର କୋଟଗଡ଼ ବ୍ଲକ ଅନ୍ତର୍ଗତ ଯାକେସି ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ l
ଜନସଂଖ୍ୟା ଦୃଷ୍ଟିରୁ ସରକାର ରାଜସ୍ବ ଗ୍ରାମ ଘୋଷଣା କରିବା କଥା କିନ୍ତୁ ଗ୍ରାମବାସି ଦାବୀ କରିଆସୁଥିଲେ ମଧ୍ୟ ଆଜିଯାଏ ଘୋଷଣା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପୂର୍ବତନ ବିଧାୟକ ମାଝୀ କହିଛନ୍ତି l
ଏଥିପାଇଁ କଂଗ୍ରେସ ଓ ବିଜେଡି କୁ ଦାୟୀ କରିଛନ୍ତି ମାଝୀ l ପୂର୍ବତନଵିଧାୟକ ତଥା ବିଜେପି ନେତା କରେନ୍ଦ୍ର ମାଝୀ ନିକଟରେ ଏ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଓ କମିଶନ ମେମ୍ବର ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିବା କହିଛନ୍ତି l ସମସ୍ୟା ର ଶୀଘ୍ର ସମାଧାନ କରିବେ ବୋଲି କମିଶନ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିବା ମାଝୀ ସୂଚନା ଦେଇଛନ୍ତି l
ରାଜସ୍ୱ ଗ୍ରାମ ଘୋଷୋଣାହେଲେ ଅଂଚଳ ର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories