କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା

Udaya_Labanya | January 25, 2023 | 22 views |0 | Uncategorized


ଫୁଲବାଣୀ(ସୁନୀ ଲପଟନାୟକ )
କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାର
ସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l
ଏହିଶୋଭାଯାତ୍ରା ବଜାର, ଗୋପବନ୍ଧୁ ଛକ ଦେଇ ଷ୍ଟାଡିୟମ ରେ ପହଞ୍ଚିଥିଲା l
ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଶେଷ ଦେବ ମିଶ୍ର, ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି, ଙ୍କ ସମେତ ବହୁ କଳାକାର, କଳାପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ l
ଜିଲାର ଫୁଲବାଣୀ ସମେତ ସମସ୍ତ ବ୍ଲକ ଅଂଚଳ ରୁ ପାରମ୍ପରିକ ବେଶ ରେ ଲୋକନୃତ୍ୟ ଦଳ ଶୋଭା ଯାତ୍ରା ରେ ଯାଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 10 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

1983 ବ୍ୟାଚର 24 ତମ ବନ୍ଧୁ ମିଳନ…

Udaya_Labanya | January 8, 2023 | 453 views | 0

ଆଠଗଡ (ଉଲ୍ଲାପ୍ର )ନୂଆଗଡ ମୁଣ୍ଡିଆ ଠାରେ ବିଶ୍ୱନାଥ ବିଦ୍ୟାପୀଠର 1983 ଜୁନିୟର ବ୍ୟାଚ ର 24 ତମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି,ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଆସନ୍ତା ବର୍ଷ ଜାନୁଆରୀ ମାସ ଦ୍ୱିତୀୟ ରବିବାର ବିଶ୍ୱନାଥ…

Leave a Reply

Your email address will not be published. Required fields are marked *

Archives

Categories