କେରେଡ଼ି ହାଇସ୍କୁଲ ର ବାର୍ଷିକଉତ୍ସବ ପାଳିତ

Udaya_Labanya | January 31, 2023 | 15 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ସ୍ଥିତ ସରକା ରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଇଛି l
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ବିନୀତା ଡିଗଲ, ସ୍କୁଲ ପରିଚାଳନା କମିଟୀସଭାପତି ସୂରଜ ଡିଗାଲ, ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରବୀଣ କୁମାର ସାହୁ, ପ୍ରମୁଖ ଯୋଗ ଦେଇ ପରିଶ୍ରମ ହିଁ ସଫଳତା ର ଏକମାତ୍ର ଚାବିକାଠି ଏଣୁ ମନଦେଇ ପାଠ ପଢିଲେ ଭଲ ମଣିଷ ହେବା ସହ ସବୁ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିବ ବୋଲିଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ l
ବର୍ତମାନ ର ଅଭିଜ୍ଞ ପ୍ରଧାନଶିକ୍ଷକଭାବେ ତାରା ସାର ରହିଥିବାରୁ ମାଟ୍ରିକ ପରିକ୍ଷା ଫଳ ଭଲ ହେଵନିଶ୍ଚୟ ବୋଲି ଆହୁରି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ରିତାରାଣୀ କହଁର, ଶରତ ସାହୁ, ସୁନୀତି ଆଚା ରି, ପ୍ରତାପ ପଣ୍ଡା, ମିତାଞ୍ଜଳୀ ପ୍ରଧାନ, ଅରୁନ୍ଧୋତି ଡିଗାଲ, ବିଷ୍ଣୁ ପ୍ରିୟା ମହାନ୍ତି, କୃପାନିଧି ପ୍ରଧାନ, ଅମିତ ତ୍ରିପାଠୀ, ଶିବ ଦାସ, ବିସ୍ମିତା ପ୍ରଧାନ ପ୍ରମୁଖ ସମସ୍ତଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l ଏହି ଅବସରରେ ରଂଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ଦର୍ଶକ ମାନେ ବେଶ ଆନନ୍ଦ ର ସହ ଉପଭୋଗ କରିଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories