ନିଆଳି ପୋଖରୀ ଗାଁରେ ଜାଗର ଯାତ୍ରା ପାଳିତ

Udaya_Labanya | February 20, 2023 | 9 views |0 | Breaking News , District

କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତ ଅଧୀନ ପୋଖରୀଗାଁ ରେ ବାବା ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ମହାଦେବ ମନ୍ଦିର ପ୍ରାଣଙ୍ଗ
ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଅଛି ପବିତ୍ର ଶିବରାତ୍ରି ଜାଗର ପ୍ରତକେ ବର୍ଷ ପରି ଅଷ୍ଟପହରି ନାମ ସାଗଙ୍କୁ ପ୍ରସାଦ ସେବନ ଶହ ଶ୍ରଦ୍ଧ|ଳୁ ମାନେ ନିଜ ନିଜର ମନ ଭାବ ବାବା ଙ୍କୁ ଜଣେଇବା ଶହ ଜାଗର ଦୀପ ଜାଳିଥିଲେ ରାତ୍ର ପ୍ରାୟ ୧୦ ଘ ୪୫ ମିନିଟ୍ ସମୟ ରେ ବାବା ଶ୍ରୀ ଶ୍ରୀ ପିଙ୍ଗଳେସ୍ୱର୍ ଙ୍କ ମହାଦୀପ ଉଠିବା ସମ୍ପୂନ ହେବା ସହ ଭକ୍ତ ଶ୍ରଦ୍ଧାଲୁ ମାନେ ପ୍ରସାଦ ପାଇଁ ନିଜ ନିଜ ର ଘର୍ କୁ ଫେରିଥିଲେ ମନ୍ଧିର ଙ୍କୁ ସୁନ୍ଦର ଓ ଆଲୋକ କିରଣ ସଜାଇବା ସହ ପୋଖରୀଗାଁ ସମସ୍ତ ଗ୍ରାମ ପଞ୍ଚାୟତ ର ଗ୍ରାମ ବାସୀ ବୃନ୍ଦ ଓ ପୋଖରୀଗାଁ ୟୁଥ୍ ଜେନେରେସନ ର ସମସ୍ତ ସଦସ୍ୟ ବାବା ଙ୍କ କାମ ରେ ନିଜ ନିଜର ପାରୁ ପର୍ଯ୍ୟନ୍ତ ସହିଯୋଗ କରିଥିଲେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ନୀତି କାନ୍ତି ରେ ଶେଷ ହୋଇଛି ଶ୍ରୀ ଶ୍ରୀ ବାବା ପିଙ୍ଗଳେଶ୍ୱର୍ ଙ୍କ ମହାଦେବ ମନ୍ଦିର ଙ୍କ ମୋହାସିବ ରାତ୍ରି ଜାଗର। ନିଆଳି ରୁ _ ଙ୍କ ରିପୋର୍ଟ୍

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories