ମିଶନ ଜୀବିକା ପକ୍ଷରୁ ଅଣ୍ଡା ଦି ଆ କୁକୁଡ଼ା ଚାଷ ଉଦଘାଟିତ

Udaya_Labanya | February 21, 2023 | 11 views |0 | District


ଫୁଲ ବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡାବ୍ଲକ ଜାମଝରି ଠାରେ ୧୫ ‘ଶହ ଦକ୍ଷତା ବିସିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି. l
ଆ. ଟି. ଡି. ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଫଳରେ ଜିଲ୍ଲା ର ଅଣ୍ଡାର ଆବଶ୍ୟକତା କୁ କିଛି ମାତ୍ରା ରେ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କର ଏହା ଏକ ଅଭିନବ ପ୍ରୟାସ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଶବର କହିଥିଲେ l
ଡୋକରା ସ୍ୱୟଂ ସହାୟକ ଗୋଷ୍ଟି ର ସମସ୍ତ ସଦସ୍ୟା ମାନେ ଏହି ଫାର୍ମ ର ପରିଚାଳନା ଦାୟୀତ୍ବ ନେଇଥିବା ବେଳେ ସେମାନ ଙ୍କର ଆର୍ଥୀକ ଉର୍ନ୍ନତି ହୋଇ ପାରିବ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ଆହୁରି ସୂଚନା ଦେଇଥିଲେ l
ଜିଲ୍ଲା ପ୍ରାଣୀ ଚିକିତ୍ସକ ଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ଡ଼ା. ଅଳକା ପଟ୍ଟନାୟକଓ ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସାକ ଡ଼ା ସନ୍ତୋଷ ପଟ୍ଟନାୟକ କହିଥିଲେ. l ଦୁତିପଡା ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ. ଖଜୁରୀପଡା ମିଶନ ଶକ୍ତି ସଂଯୋଜକ. ଏମବିକେ ଶ୍ରୀମତୀ କଲ୍ୟାଣୀ ଦାସ ଯୋଗ ଦେଇଥିଲେ lଥିଲେ. I
ଆଇ ଟିଡିଏ ର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିଥିଲା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଦେଥିଲେl

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories