ଜଷ୍ଟ ଫର ୟୁ ତରଫରୁ ବାର୍ଷିକ ଉତ୍ସଭ ଅନୁଷ୍ଠିତ

Udaya_Labanya | March 2, 2023 | 6 views |0 | District , State

ଆଠଗଡ (ଉଲ୍ଲାପ୍ର )ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଂଘ ର ଦୁତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବ ରେ ସଂଗଠନ ର ସଭାପତି ଏବଂ ପ୍ରତିଷ୍ଠାତା ସୁଧାଂଶୁ ଶେଖର ସାହୁ ଙ୍କ ନେତୃତ୍ୱ ରେ ଓଡିଶା ର ବିଭିନ୍ନ କୋଣ ଅନୁକୋଣ ରୁ 20ଟି ସ୍ବେଛାସେବୀ ଅନୁଷ୍ଠାନ ଏବଂ 6 ଜଣ ସାମ୍ବାଦିକ ମାଟିର ମହକ ଓ ଉତ୍ତମ ସ୍ବେଛାସେବକ 4 ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା .. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଠଗଡ଼ ର ତହସିଲଦାର ପ୍ରିୟବ୍ରତ ଦାସ ସନ୍ନମାନିତ ଅଥିତି ଭାବରେ ଗୀତିକାର ଏବଂ ସଂଳାପକାର ବାପୁ ଗୋସ୍ୱାମୀ, ଅନ୍ୟ ଅତିଥି ଭାବେ ଗୀତିକାର ଆଲୋକ କୁଣ୍ଡୁ. ମୁଖ୍ୟ ବକ୍ତା ଭାବରେ ପୁଲିନ ମିଶ୍ର ଯୋଗଦେଇଥିଲେ.ସଂଗଠନ ର ଉପଦେଷ୍ଟା ଲଷ୍ମୀନାରାୟଣ ଭଞ୍ଜ ସଭା ପରିଚାଳନା କରିଥିଲେ.ଏବଂ ଜଷ୍ଟ ଫର ୟୁ ସେବା ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ.

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories