ଶିଳ୍ପଦ୍ୟୋଗୀ ସପ୍ତାହ ୨ 0୨ ୩ ଉଦଘାଟିତ

Udaya_Labanya | March 6, 2023 | 12 views |0 | Breaking News


ଫୁଲବାଣୀ -05/03ଆସନ୍ତା ୫ ରୁ ୯ ଯାଏ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଶିଳ୍ପଦ୍ୟୋଗୀ ସପ୍ତାହ ଅବସରରେ ଫୁଲବାଣୀ କରୋନେସନ ପଡିଆ ଠାରେ ଅନୁଷ୍ଠିତ ଶିଳ୍ପ ମେଳା ଉଦଘାଟିତ ହୋଇଛି lଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା କୁ ଉଦଘାଟନ କରିଥିଲେ l
ଏହି ଅବସର ରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶେଷ ଦେବ ମିଶ୍ର, ପ୍ରକଳ୍ପ ପ୍ରଶାସକ ଆଇ ଟିଡ଼ିଏ ନରେଶ କୁମାର ଶବର, ଉଦ୍ୟାନ ବିଭାଗ ଉପ ନିର୍ଦେଶକ ମିହିର କୁମାର ସାମନ୍ତରାୟ, ଏଲ ଡ଼ିଏମ, ଏସ ବି ଆଇ, ସିଇଓ ଆନନ୍ଦ ମିଶ୍ର, ପ୍ରମୁଖ ଯୋଗ ଦେଇ
ଅର୍ଥ ନୈତିକ ଅଭିବୃଦ୍ଧି ରେ ଏମ ଏସଏମ ଇ ର ଯଥେଷ୍ଟ ଅବଦାନ ରହିଛି lରୋଜଗାର ସୃଷ୍ଟି, ରପ୍ତାନି, ରେ ଏମ ଏସ ଏମ ଇ ର ଅବଦାନ ଅତୁଳନୀୟ lକୃଷି କ୍ଷେତ୍ର ପରେସର୍ବଏହା ବୃହତ ରୋଜଗାର ଉତ୍ସ ଅଟେ ବୋଲି କହିଥିଲେ lଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି ଏଣୁଆଗ୍ରହୀ ଶିକ୍ଷିତ ଯୁବକ ଯୁବତୀ ମାନେ ଆଗେଇ ଆସିବାଲାଗି ପରାମର୍ଶ ଦେଇଥିଲେ l
ସେହିପରି ସାଧାରଣପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ସୁଶ୍ରୀ ବିଭୁପ୍ରିୟା ଶକ୍ତିସୁଧା
ଜେନା ଏହାର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ କହିଥିଲେ l
ସେହିପରି ତୃଣ ମୂଳ ସ୍ତରରେ ଉଦ୍ୟୋଗୀ ମାନଂକୁପ୍ରୋତ୍ସାହିତ କରିବା ପାଇଁ ଜିଲାରେ ୫ ରୁ ୯ ଯାଏ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରା ଯାଉଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ସୁଶ୍ରୀ ଜେନା ସୂଚନା ଦେଇଥିଲେ l ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟନାୟକ ଙ୍କୁ ଓଡିଶା ର ଶିଳ୍ପ ଅଭିବୃଦ୍ଧି ର ଅଗ୍ରଦୂତ ଭାବେ ବିବେଚନା କରାଯାଏ l ଏଣୁ ତାଙ୍କର ଜନ୍ମ ଦିନରେ ଓଡିଶା ରାଜ୍ୟ ଉଦ୍ୟୋଗୀ ସପ୍ତାହ ପାଳନ କରୁଥିବା କହିଥିଲେ l
ଏହିଅବସରରେ ଫୁଲବାଣୀ ର କରୋନେସନ ପଡିଆ ଠାରେ ପଚାଶଟି ଷ୍ଟଲ ଖୋଲାଯାଇ ଉତ୍ପାଦିତଦ୍ରବ୍ୟ ପ୍ରଦର୍ଶିତ ଓ ବିକ୍ରୀ କରାଯାଉଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories