ବିଶ୍ୱନାଥ ଦାଶଙ୍କ 135 ତମ ଜୟନ୍ତୀ ପାଳିତ

Udaya_Labanya | March 9, 2023 | 14 views |0 | District , Headlines , State , ରାଜ୍ୟ ଖବର

ଶୈଳଶ୍ରୀ ବିହାର ତାରିଣୀ ମନ୍ଦୀର ଭୁବନେଶ୍ୱର -21ପଣ୍ଡିତ ବିଶ୍ୱନାଥ ଦାଶ ଟ୍ରଷ୍ଟ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ବିଜେପି ତରଫରୁ ଓଡିଶା ପ୍ରଥମପ୍ରଧାନ ମନ୍ତ୍ରୀ ବିଶ୍ୱନାଥ ଦାଶଙ୍କ ତାଙ୍କର 135 ଜନ୍ମଦିନ ଦିବସ ଉପଲକ୍ଷେ ପୁଷ୍ପାଞ୍ଜଳି ଅପଣ ହୋଇଥିଲା | ନନ୍ଦ କିଶୋର ସାର ଦୀପ ଦାନ କରିଥିଲେ କରିଥିଲେ ଓ ଆଉ ସମସ୍ତେ ପୁଷ୍ପା ଞ୍ଜଳି ଅପଣ କରିଥିଲେ ଯଥା ଶରତ କୁମାର ଶତପଥି, ସୁବାସ ସାହୁ, ସୁଶାନ୍ତ କୁମାର ସାବତ,ଅଭିମନ୍ୟୁ ଜେନା, ନାଗେନ ବିଷୋୖଇ, ରଜନୀ ପଣ୍ଡା, ଆଲୋକ ଦେବ ନାରୀ ନେତ୍ରୀ ନନ୍ଦିନୀ ଶତପଥି , ସୁଭ ଲଷ୍ମୀ, ବିକ୍ରମ ରାଉତ, ସୁନୀଲ କୁମାର ରାୟ, କଲ୍ୟାଣ ଚକ୍ରବତୀ, ତୋଫାନ କୁମାର ସ୍ୱାଇଁ,ଅମ୍ଲାନ ସାମଲ,ଗୌରୀ ମହାନ୍ତି, ଗିରିଧାରୀ ପ୍ରସାଦ ନାୟକ, ଉମେଶ ରଥ, ତାଙ୍କର ଅଣ ନାତି ଆଲୋକ ପଣ୍ଡା ଉପସ୍ଥିତ ଥିଲେ | ପଣ୍ଡିତ ବିଶ୍ୱନାଥ ଦାଶଟ୍ରଷ୍ଟ ଓ ଚନ୍ଦ୍ରଶେଖର ପୁର ମଣ୍ଡଳ ବିଜେପି ଓଡିଶା ପ୍ରଥମପ୍ରଧାନ ମନ୍ତ୍ରୀ ବିଶ୍ୱନାଥ ଦାଶଙ୍କର ଶୈଳଶ୍ରୀ ବିହାର ତାରିଣୀ ମନ୍ଦୀର ଛକ ଠାରେ ତାଙ୍କର ପ୍ରତିମୃତ୍ତି ସ୍ଥାପନ କରାଯାଉ

Share this

Related Posts

ଅଷ୍ଟପ୍ରହରୀରେ ସମିତିସଭ୍ୟଙ୍କର ଯୋଗଦାନ

Udaya_Labanya | March 25, 2023 | 17 views |0

ଚମ୍ପେଶ୍ୱର( ଉଲ୍ଲାପ୍ର )ବାଗଧରିଆ ଅଷ୍ଟପ୍ରହରୀରେ ସମିତି ସଭ୍ୟ ବିପିନ ପଣ୍ଡାଙ୍କର ଯୋଗଦାନ । ପ୍ରଭୁ ଙ୍କର ଏହି ଅପୂର୍ବ ଲୀଳା ରେ ଯୋଗଦେଇ ବିଭୁ କୃପା ଲାଭ କଲେ ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା। ବାଗଧରିଆ ରେ ଶୁକ୍ରବାର ଠାରୁ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories