କନ୍ଧମାଳ ର ବିଭିନ୍ନ ସ୍ଥାନରେ କୁଆ ପଥର ସହ ପ୍ରବଳ ବର୍ଷା

Udaya_Labanya | March 12, 2023 | 6 views |0 | Breaking News , District


ଫୁଲବାଣୀ ( ଉଲ୍ଲାପ୍ର )
ଶୁକ୍ରବାର କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିବା ଦେଖାଯାଇଥିଲା l
ଜିଲାର ଖଜୁରୀପଡା, ଟିକାବାଲି ଅଂଚଳ ରେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଫୁଲବାଣୀ ରେ ଦିନ ତମାମ ପାଗ ମେଘୁଆ ରହିଥିଲା l
ଦୀର୍ଘ ଦିନ ପରେ ବର୍ଷା ହୋଇଥିବାରୁ ଲୋକେ ବର୍ଷା ର ମଜା ନେଇଥିଲେ l ଆଜିର ବର୍ଷା ହଳଦୀ ଚାଷୀ ଙ୍କୁ ହଳଦୀ ଖୋଳିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories