ଫିରିଙ୍ଗିଆ ପୋଲିସ ର ଚଢାଉ, ,ସ୍କର୍ପିଓ ସହସତୁରି କେଜି ଗଂଜେଇ ଜବତ, ୩ ଗିରଫ

Udaya_Labanya | March 12, 2023 | 8 views |0 | Breaking News , Crime , ରାଜ୍ୟ ଖବର


ଫୁଲବାଣୀ /(ସୁନୀଲ ପଟନାୟକ )
କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଶନିବାର ରାତିରେ ତେଲlପାଲି ନିକଟରେ ଚଢ଼lଉ କରି ୭0 କେଜି ରୁ ଉର୍ଦ୍ଧ ଗଂଜେଇସହ ଏକ ସ୍କର୍ପିଓ ଜବତ କରିଛି l ଏହି ସଂକ୍ରାନ୍ତରେ ୩ ଜଣ ଅଭିଯୁକ୍ତ କୁ ଗିରଫ କରିଛି l ସେମାନେ ହେଲେଫିରିଙ୍ଗିଆ ସରୁ କୋଈ ଗ୍ରାମ ର ହରିହର ସାହାଣୀ, ମିଥୁନ ସାହାଣୀ ବବୂବାହନ ସାହାଣୀ , ବୋଲି ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ବହୁ ପରିମାଣ ର ଗଂଜେଇ ଭୁବେନେଶ୍ୱର କୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତ କରିବା ସହ ୩ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳହୋଇଥିଲା l
ଫିରିଙ୍ଗିଆ ପୋଲିସ 43/23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ଥାନା ଅଧିକାରୀ ତପନ ନାହାକ ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories