ଆକସନ ମୋଡ଼ ରେ ପୋଲିସ
ବାଲିଗୁଡା ପୋଲିସ ର ଚଢ଼ାଉ
ପିକଅପ ଭ୍ୟାନ ସହ ଗଂଜେଇ ଜବତ

Udaya_Labanya | March 14, 2023 | 15 views |0 | Breaking News , Crime , District


ଫୁଲବାଣୀ -14/03(ସୁନୀଲ ପଟନାୟକ )
ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାଲାଗି ଏବେ ଆକସନ ମୋଡ଼ ରେ କନ୍ଧମାଳ ପୋଲିସ l
କ ନ୍ଧମାଳ ପୋଲିସ ଏସପି ସୁଧାଂଶୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ରବିବାର ବାଲିଗୁଡା ପୋଲିସଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ନେତ୍ତୃତ୍ଵରେ ପେଟ୍ରୋଲିଙ୍ଗ ସମୟରେ ଟିଲୋରି ନିକଟରୁ ପିକଅପ ଭ୍ୟାନସହ ୮ ୧ କିଲୋ ଗଂଜେଇ ଜବତ କରିଛନ୍ତି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ବୁଡା ଗୁଡା ଗ୍ରାମ କୁ ଯାଇଥିଲା ତେବେ ପୋଲିସ କୁ ଦେଖି ଦ୍ରୁତ ଗତିରେ ଗାଡି ଟି ପଳାଉଥିବାବେଳେ ଟିଲୋରି ରେ ଅଟକାଇଥିଲା ପୋଲିସ lଏଥିରେସମ୍ପୃକ୍ତ ଜଣେ ନାବାଳକ କୁ ପୋଲିସ ଧରିଥିବାବେଳେ ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ ଅନ୍ୟ ମାନେ ଫେରାର ହୋଇଯାଇଥିବା ପୋଲିସ କହିଛି l
ଜବତ ପିକ ଅପ ଭ୍ୟାନ ର ନମ୍ବର od -02cc0226ବୋଲି ଜଣାପଡିଛି l

ବାଲିଗୁଡା ପୋଲିସ ୬୯/୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ସରାଫ କହିଛନ୍ତି l

ଥାନା ଅଧିକାରୀ ସରାଫ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି lଫଳରେ ବାଲିଗୁଡା ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ମାସ କେଇଟା ଭିତରେ ବାଲିଗୁଡା ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ କୋଡିଏ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories