ଜଙ୍ଗଲ ନିଆଁ ସଚେତନ ରଥ ବୁଲିଲା

Udaya_Labanya | March 14, 2023 | 92 views |0 | Breaking News , District , ରାଜ୍ୟ ଖବର


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ଜଙ୍ଗଲ ଡିଭିଜନ ଅନ୍ତର୍ଗତ ଜି. ଉଦୟଗିରି ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷାକରିବା ଉଦେଶ୍ୟରେ ଏକ ସଚେତନତା ରଥ ର ଶୁଭାରଂଭ କରାଯାଇଛି l ଏହି ଅବସର ରେ ଜି. ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ରେଞ୍ଜର ମିନାକ୍ଷୀ ଗୁମୁରା ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଗୋଟିଏ ପଟେ ଜି ଉଦୟଗିରି ରେଞ୍ଜ ଅନ୍ତର୍ଗତ କଳିଙ୍ଗା,ଓ ଅନ୍ୟାନ୍ୟ ଅଂଚଳ ରେ ଥିବା ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଲାଣି l କର୍ମଚାରୀ ମାନେ ଜଙ୍ଗଲ ନିଆଁକୁ ଆୟତ କରିପାରୁନଥିବାବେଳେବିଭାଗ ଆରମ୍ଭ କରିଥିବା ଜନ ସଚେତନତା କେତେ ଦୁରପ୍ରଭାଵ ପକାଇବ ତାହା ପ୍ରଶ୍ନ ବାଚୀ ସୃଷ୍ଟିକରିଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories