କଟକରେ ଦୁଇଟି ଅସ୍ୱାଭାବିକ ମୃତୁ ଅଭିଯୋଗ

Udaya_Labanya | March 16, 2023 | 5 views |0 | Breaking News , Crime , District , State , ରାଜ୍ୟ ଖବର

କଟକ ( ଉଲ୍ଲାପ୍ର )କଟକ ଜିଲ୍ଲା ଅନ୍ତର୍ଗତ 42ମୌଜା ବଉଳକୁଦ ନଦୀବନ୍ଧ ରୁ ଜଗତପୁର ଭୈରପୁର ଗ୍ରାମରଦୁଇଜଣ ବ୍ୟକ୍ତି ମଦ୍ୟ ପାନ କରିଥିଲେ, ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଜଣେ ଅନ୍ୟ ଜଣଙ୍କର ଛାତି କୁ ଗୋଡରେ ଆଘାତ ଦେବାରୁ ବ୍ୟକ୍ତି ଜଣକ ଛାତିକୁ ଧରି ପଡି ଯାଇଥିଲେ. ଘଟଣା ସ୍ଥଳରେ ତାଙ୍କର ମୁର୍ତ୍ୟୁ ଘଟିଥିଲା . ପୋଲିସ ଘଟଣାସ୍ଥଳ କୁ ଯାଇ ମୃତ ଦେହ କୁ ଉଦ୍ଧାର

କରି ଶବ ବ୍ୟବଚ୍ଛଦ ପାଇଁ କଟକ ମେଡିକାଲ କୁ ପଠାଇଥିବା ଜଣାପଡିଛି.ସେହିପରି କମଳାକାନ୍ତ ସ୍କୁଲ ନିକଟ ନଦୀ ବାଲିରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି, ଉଭୟ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି,

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories