ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ
ଆୟୁର୍ବେଦିକ ଚିକିତ୍ସା ଶିବିର

Udaya_Labanya | March 16, 2023 | 18 views |0 | Breaking News , District , Headlines


ଫୁଲବାଣୀ ( ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡ୍ରିମ ଲାଣ୍ଡ ହୋଟେଲ ଠାରେ ଆୟୁର୍ବେଦିକ ଚିକିତ୍ସା ଶିଵୀର ଅନୁଷ୍ଠିତ ହୋଇଥିଲା lଏହି ଶିବିର ରେ ଅବସରପ୍ରାପ୍ତ ପ୍ରଫେସର ଜଗଦୀଶ ଚନ୍ଦ୍ର ବେଜ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାଭୋଗୁଥିବା ପୀଡିତ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ପରାମର୍ଶ ଦେଇଥିଲେ l ଏଥିସହ ମାଗଣା ରେ ଔଷଧ ପ୍ରଦାନ କରିଥିଲେ l
ଏହି ଶିବିର ରେ ସଙ୍ଘ ସଭାପତି କମଳାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ,ଡା. ଅରୂପ ଜେନା, ଅମୀୟ ଦାସ, ନବୀନ କିଶୋର ପଣ୍ଡା, ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ lଅଗକୁସଂଘ ପକ୍ଷରୁ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ମାନ ଅୟୋଜନକରାଯାଇ ସ୍ୱାସ୍ଥ୍ୟ ର ଯତ୍ନ ନିଆଯିବା ସହ ସୁରକ୍ଷା ପ୍ରତି ଦ୍ରୁଷ୍ଟି ଦିଆଯିବ ବୋଲି ସଭାପତି କମଳା କାନ୍ତ ପାଣ୍ଡେ କହିଛନ୍ତି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories