ମଦ୍ୟପ ସ୍ୱାମୀ ର ଠେଙ୍ଗା ମାଡ଼ ରେ ପତ୍ନୀ ର ମୃତ୍ୟୁ

Udaya_Labanya | March 19, 2023 | 7 views |0 | Breaking News , Crime , District


ଫୁଲବାଣୀ(ସୁନୀଲ ପଟନାୟକ )
ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ l
ମୃତକ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ କରାଣ୍ଡିବାଲି ଅଂଚଳର ସଦାଶିବ ନାୟକ ଙ୍କ ପତ୍ନୀ ମିନତୀ କହଁର l ସଦାଶିବ ଓ ମିନତୀ ପ୍ରେମ ବିବାହ କରିଥିଲେ l
ତେବେ ସଦାଶିବ ସର୍ବଦା ମଦ୍ୟ ପାନ କରୁଥିବାରୁ ସ୍ତ୍ରୀ ମିନତୀ ଏହାର ବିରୋଧକରିଆସୁଥିଲେ l
ଆଉ ଗତକାଲି ଏ ସମ୍ପର୍କରେ ମିନତୀ ଫୋନ ରେ ଦାଦା ଙ୍କୁ କହିଥିଲେ l ଏହାକୁ ନେଇରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଆଉ ସଦାଶିବ ରାଗିଯାଇ କଟୁରୀବେଣ୍ଟ ରେ ସ୍ତ୍ରୀ ମୁଣ୍ଡ କୁ ମା ରି ବା ଫଳରେ ଘଟଣାସ୍ଥଳ ରେ ମିନତୀ ର ମୃତ୍ୟୁ ହୋଇଥିଲା l ପରେ ସ୍ୱାମୀ ସଦାଶିବ ଫିରିଙ୍ଗିଆ ଥାନା ରେ ଆତ୍ମ ସମର୍ପଣ କରିଥିଲାlପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ଘଟଣା ରତଦନ୍ତ କରୁଛି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories