କନ୍ଧମାଳ ର ଦିଲ୍ଲୀପ ଟିଡ଼ିସିସି ଉପାଧ୍ୟକ୍ଷ ନିର୍ବାଚିତ

Udaya_Labanya | April 3, 2023 | 40 views |0 | Breaking News , District , Politics


ଫୁଲବାଣୀ (
ସୁନୀଲ ପଟନାୟକ )
କନ୍ଧମାଳ ଜିଲାର ଦିଲୀପ ପ୍ରଧାନ ଟିଡ଼ିସିସି ର ଉପାଧ୍ୟକ୍ଷ ଭାବେସୋମବାର ନିର୍ବାଚିତ ହୋଇଛନ୍ତି l
ଦିଲୀପ ଙ୍କ ଘର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ପଂଚାୟତ କୁମ୍ଭାରମୁଣ୍ଡା ଗ୍ରାମ ରେ ଳ ଦିଲୀପ ପୂର୍ବରୁ ସମିତିସଭ୍ୟ ଭାବେ ୨ 00୭ ରୁ ୧ ୨ ମସିହା ଯାଏ ରହିଥିଲେ l ବର୍ତମାନ ଲ୍ୟମ୍ପସ ସଭାପତି ଦାୟିତ୍ୱରେ ଅଛନ୍ତି l ଦିଲୀପ ଜଣେ ଭଲ ସଂଗଠକ, ସମାଜସେବୀ, ଭାବେ ବେଶ ଜଣାଶୁଣା l ସେ ନିର୍ବାଚିତ ହେବାପରେ ଆଦବାସୀ ମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି ଦ୍ରୁଷ୍ଟି ଦେବା ସହ ଜିଲାର ସଂଗୃହିତ ବିଭିନ୍ନ ଲଘୁ ବନଜାତ ଦ୍ରଵ୍ୟ ଗୁଡିକ ର ବିକ୍ରିବଟା କରି ଆଦିବାସୀ ମାନେ ଯେପରି ଉଚିତ ମୂଲ୍ୟ ପାଇବେ ଆଉ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ହେବ ସେଥିପ୍ରତି ଦ୍ରୁଷ୍ଟି ଦେବେବୋଲି କହିଛନ୍ତି lଦିଲୀପ ନିର୍ବାଚିତ ହେବା ଖବର ପାଇ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ, ହାର୍ଦିକ ଅଭିନନ୍ଦନ ଜଣାଇବା ସହ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାଶ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ଙ୍କ ସମେତ ବହୁନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ବିଜୟ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories