ଢେଙ୍କାନାଳ ଜିଲ୍ଲା ର ପଶ୍ଚିମ ସର୍କଲ ସ୍ଥାୟି କମିଟି ଘୋଷିତ

Udaya_Labanya | April 4, 2023 | 14 views |0 | Breaking News , District


ଢେଙ୍କାନାଳ ୨୨ବିଶ ସମାଜ ମହାସଂଘ ରେ ନଂ ୫୪୧୭/୦୭ ଙ୍କ ଅIନୁକୁଲ୍ୟରେ ପଶ୍ଚିମ ସର୍କଲ ଜେନା ଦେଶର ଗତ ତା O୪/O୪/୨୩ ରିଖରେ ମୁକ୍ତାପଶି ଠାରେ ମହାଆଡ଼ମ୍ବର ସହ ପୂର୍ବରୁ ଘୋଷିତ ଚୁଡାନ୍ତ ସ୍ଥାୟି କମିଟି ତାଲିକା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ନାଏକ ଏବଂ ସମ୍ପାଦକ ଶ୍ରୀଯୁକ୍ତ କୁଳମଣୀ ନାଏକ ଙ୍କ ଦ୍ଵାରା ପଞ୍ଜକୃତ ହୋଇଯାଇଛି I ସ୍ଥାୟୀ କମିଟି ର ଉପଦେଷ୍ଟା ଦାୟିତ୍ଵରେ ପଥର ଖମ୍ବ ଗ୍ରାମର ଶ୍ରୀଯୁକ୍ତ ସୁଦାମ ନାଏକ ସର୍କଲ ବେହେରା ଗIଲୁ କାଟେଣୀ ଗ୍ରାମ ର ନିରଞ୍ଜନ ନାଏକ ଉପ ବେହେରା ଗୋପି ଗାଡ଼ିଆ ଗ୍ରାମ ର ଶ୍ରୀଯୁକ୍ତ ଦାରୁଣ ନାଏକ ସମ୍ପାଦକ ମୁକ୍ତାପଶି ଗ୍ରାମର ଶ୍ରୀଯୁକ୍ତ ରୋହିତ ନାଏକ କୋଷାଧକ୍ଷ ସିବୁଳାପଶି ଗ୍ରାମର ଶ୍ରୀଯୁକ୍ତ ପବନା ନାଏକ ନୂତନ ସାଇ ବେହେରା ସୁଣ୍ଢିକାଟେଶୀ ଗ୍ରାମ ର ଶରତ ନା ଏକ ନୂତନ ସାଇ ବେହେରା ନିଳାପଶି ଗ୍ରାମ ର ଶ୍ରୀଯୁକ୍ତ ପରିକ୍ଷିତ ନାମକ ଏବଂ ଜିଲ୍ଲା କମିଟି ସେମ୍ବର ଭାବେ ଗାଲୁ ଗ୍ରାମର ଶରତ ନାଏକ ମୁକ୍ତାପଶି ଗ୍ରାମ ର ମହୁର ନାଏକ ଙ୍କ ନାମ ଜିଲ୍ଲା ସଭା ଖାତାରେ ପଞ୍ଜିକୃତ ହୋଇ ଯାଇଛି I ଦୃନିତିବାରଣ ତଥା ଆଗକୁ କିପରି ଉନ୍ନତି ଭିତ୍ତିକ କାର୍ଯ୍ୟକ୍ରମ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories