ଆଠଗଡ଼ ରେ ବିଜେପି ର “ଗାଁ ଗାଁ ଚାଲ ଘର ଘର ଚାଲ ” ଅଭିଯାନ

Udaya_Labanya | April 12, 2023 | 50 views |0 | Breaking News , District , ରାଜ୍ୟ ଖବର

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ “ଗାଁ ଗାଁ ଚାଲ ଘର ଘର ଚାଲ ” ଅଭିଯାନ ଆଜି ନୁଆସାସନ ଗ୍ରାମ ରେ ଆଠଗଡ ଓବିସି ମୋର୍ଚ୍ଚା ବ୍ରଜେନ୍ଦ୍ର ରାୟ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଇଂ ଜ୍ଞାନେନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ବାରିକ ସାହି, ତେଲି ସାହି, ଓ ଗୋପାଳ ସାହି ଘର କୁ ଘର ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ବନ୍ଧରେ ବୁଝାଇବା ସହ ରାଜ୍ୟ ବିଜେଡି ସରକାର ଙ୍କ ର ଓବିସି ଙ୍କ ପ୍ରତି ପକ୍ଷପାତିତା ଓ 27 % ଶିକ୍ଷା ଓ ନିଯୁକ୍ତି ରେ ସରଣକ୍ଷଣ ରୁ ଓଡ଼ିଶାର ଲୋକ ମାନେ କିପରି ବଞ୍ଚିତ ବିଷୟ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓବିସି ମୋର୍ଚ୍ଚା ର ବିଧାନସଭା ସଂଯୋଜକ ତପନ ରଞ୍ଜନ ସାହୁ, ଲୋକସଭା ସଂଯୋଜକ ଦିପୁନା ସେନାପତି,ସତ୍ୟଜିତ ମଲ୍ଲିକ,ପ୍ରଭାରୀ ପ୍ରଦୀପ ମହାପାତ୍ର, ଜଗଦୀଶ କବି, ନିର୍ମଳ ପତ୍ରୀ, ନୃସିଂହ ସାହୁ, ତପନ ଲେଙ୍କା, ମିଥୁନ ମଲ୍ଲିକ, ଦୀପକ ଦାସ ଓ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories