ଆଠଗଡ ରେ କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଙ୍ଗ ଙ୍କୁ ବିଜେପି ର ସମ୍ବର୍ଦ୍ଧନା, ରାଜ୍ୟ ସରକାରଙ୍କୁ ଭର୍ସନା କଲେ

Udaya_Labanya | April 15, 2023 | 65 views |0 | Breaking News , Headlines , National , Politics , State

ଆଠଗଡ ( ଉଲ୍ଲାପ୍ର )କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଙ୍ଗ ଅନୁଗୁଳ ଗସ୍ତ ସମୟରେ ଆଠଗଡ ଚାନ୍ଦବାଲି ଛକରେ ବିଜେପି ଦଳ ତରଫରୁ କେନ୍ଦ୍ରମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା, ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱ ରେ ବିଜେପି କର୍ମୀମାନେ ଚାନ୍ଦବାଲି ଛକରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ, ସେ କହିଲେ ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ, ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବେଳେ ସମ୍ବଲପୁର ରେ ହିନ୍ଦୁ କର୍ମୀଙ୍କ ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କରିଥିଲେ, ସେ ଆହୁରି ମଧ୍ୟ କହିଥିଲେ କେନ୍ଦ୍ର ପଞ୍ଚାୟତ ରାଜ ବିଭାଗ ତରଫରୁ ଗତ ଆଠ ବର୍ଷ ମଧ୍ୟରେ ରାଜ୍ୟକୁ 26 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି, ତା ସତ୍ୟେ ରାଜ୍ୟରେ ଏବେବି ଗରିବି ବଢିଛି, ଗରିବ ଗରିବ ହେଉଛି ଆଉ ଧନୀ ଧନୀ ହେଉଛି ବୋଲି କହିଥିଲେ, ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ସରୋଜ ଦାସ ପ୍ରମୁଖଙ୍କ ସହିତ ଅନେକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ,

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories