ବରିଷ୍ଠ ସମାଜ ସେବୀ ଇଂ. ହରି ଶଙ୍କର ରାଉତ ସମ୍ବର୍ଦ୍ଧିତ

Udaya_Labanya | April 15, 2023 | 11 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ସ୍ୱାତୀ ‘
ର ସମ୍ପାଦକ ଇଂ. ହରିଶଙ୍କର ରାଉତ
ଙ୍କ ଜିଲାରେ ଗରିବ ଆଦିବାସୀ ହରିଜନ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟଓ କୃଷି କ୍ଷେତ୍ର ରେ ଯେପରି ବିକାଶ ହୋଇପାରିବ ସେ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ,କରିବା ସହ ବିଶେଷ କରିଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟି ଥିଲେ l
ଫଳରେ ଟିକାବାଲି ସ୍ଥିତ ଏ ଏମ ସି ଏସ ମହାବିଦ୍ୟାଳୟ ଚଉତିରିଶ ତମ ବାର୍ଷିକ ଉତ୍ସବ ଅବସରରେ ସମାଜସେବୀ ଇଂ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇଂ ରାଉତ ଙ୍କୁ ଦୀର୍ଘ ୨୫ ବର୍ଷ ଧରି ଉଲ୍ଲେଖନୀୟ ଅବଦାନ ପାଇଁ ,ପୁଷ୍ପ ଗୁଛ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l
ପୁରସ୍କୃତ ହେବାପରେ ଇଂ ରାଉତ ବେଶ ଖୁସି ବ୍ୟକ୍ତ କରିବା ସହ ଏହା ଆଗକୁ ସମାଜ ପାଇଁ ଅଧିକ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲିକହିଥିଲେ ll
ପୁରସ୍କୃତ ହେବା ଖବର ପାଇ ତାଙ୍କ ନିକଟକୁ ବିଭିନ୍ନ ସଂଗଠନ,, ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ସୁଭେଚ୍ଛା ର ସୁଅ ଛୁଟିଛି l

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories