
ସାହାରା ଜମାକାରୀଙ୍କ କଟକ ଚାଲ ୮ ତାରିଖ ରେ
Udaya_Labanya | May 22, 2023 | 8 views |0 | Breaking News , District
ଖୁଣ୍ଟୁଣୀ ( ଉଲ୍ଲାପ୍ର )ସାହାରା ଜମାକାରୀ କ୍ଷତିଗ୍ରସ୍ତ ସଙ୍ଘ ର ଏକ ଜରୁରୀ ବୈଠକ ରବିବାର ଅପରାହ୍ନ 2ଘଟିକା ସମୟ ରେ ଖୁଣ୍ଟୁଣୀ ବାଲୁଙ୍କେଶ୍ୱର ମହାଦେବ ଙ୍କୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା, ଆଗାମୀ 8/06/23 ରିଖ ହେବାକୁ ଥିବା RDC ଙ୍କୁ ଦାବିପତ୍ର କାର୍ଯ୍ୟକ୍ରମ କୁ ଦୃଢ ସମର୍ଥନ ସର୍ବସମତି କ୍ରମେ ଦିଆଗଲା, ଏହି ବୈଠକ ରେ ଖୁଣ୍ଟୁଣୀ ସାହାରା ଜମାକାରୀ କ୍ଷତିଗ୍ରସ୍ତ ସଙ୍ଘ ତରଫରୁ ସୁଶାନ୍ତ ସାହୁ, ସୌମ୍ୟରଂଜନ ପଣ୍ଡା ସମେତ ବହୁ ମହିଳା ପୁରୁଷ ଜମାକାରୀ, କଟକ ଜମାକାରୀ ମଞ୍ଚ ତରଫରୁ ଅମରେଶ ତ୍ରିପାଠୀ, ଅଭିମନ୍ୟୁ ଦାସ, ପ୍ରିୟନାଥ ପଣ୍ଡା ଏବଂ ସାବିତ୍ରୀ ନନ୍ଦ ସମେତ ନୂଆପାଟଣା ର ଜମାକାରୀ ଯୋଗ ଦେଇଥିଲେ