ସାମ୍ବାଦିକ ଙ୍କ ପିତୃ ବିୟୋଗ

Udaya_Labanya | May 29, 2023 | 21 views |0 | Breaking News , District

ଫୁଲବାଣୀ –
ଫୁଲବାଣୀ ସହର ର ବରିଷ୍ଟ ସାମ୍ୱାଦିକ ବି. ଭି. ଶଙ୍କର ଙ୍କ ପି ତା ସ୍ଵଗର୍ତ ବି. ଭି. ଏନ୍ ମୂର୍ତ୍ତୀ ଗତକାଲିରବିବାର ରାତି ପ୍ରାୟ ୧୦.୩୦ ରେ ନିଜ ବାସଭବନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l
ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇ ଥିଲା l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ l ମୃତ୍ୟୁ ଶଯ୍ୟା ନିକଟ ରେ ସ୍ତ୍ରୀ, ୨ ପୁଅ ଓ ବୋହୁ ନାତୁଣୀ ଉପସ୍ଥିତ ଥିଲେ l
ସ୍ବର୍ଗତ ମୂର୍ତ୍ତୀ ଜିଲ୍ଲାପାଳ କାଯ୍ୟାଳ ୟ ରେ ୧୯୫୬ ସାଲ୍ ରୁ ୧ ୯ ୯ ୬ସାଲ ଯାଏ କାଯ୍ୟ କରି ଅବସର ଗ୍ରହଣ କରିଥିଲେ lନିଷ୍ଠା, ଆନ୍ତରିକତା, ସଚୋଟତାର ସହ ଦକ୍ଷତା ପ୍ରଦର୍ଶନକରି ବହୁ ଜିଲ୍ଲାପାଳ ମାନଙ୍କ ଦ୍ବାରା ଭଲ ଟାଇପିସ୍ଟ ଭାବେ ବହୁ ସୁନାମ ଅର୍ଜନ କରିଥିଲେ l ସେ ଜଣେ ମିଷ୍ଟ ଭାସି ଓ ପରୋପକାରୀ,ବନ୍ଧୁବତ୍ସଳ, ଥିଲେ l ସ୍ବର୍ଗତ ମୂର୍ତ୍ତୀ ଙ୍କ ବିୟୋଗ ରେଜିଲ୍ଲା ପ୍ରେସ କ୍ଲବ ସଭାପତି, ବରିଷ୍ଠ ସାମ୍ବାଦିକ, ରୋଟାରୀଆନସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ, ମିଳିତ ନାଗରିକ ମଞ୍ଚ ସଭାପତି, ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ, ଅରୂପ ଜେନା, ଓ ୟୁ ଯେ ଜିଲ୍ଲା ସଭାପତି ଅଶୋକ ମହାନ୍ତି, ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ବିଜୟ ମହାନ୍ତି, ଗୋପାଳ କୃଷ୍ଣ ପଟନାୟକ, ଜୟ ସେନ ପରିଡା, ,ଜିଲ୍ଲା ପ୍ରେସ କ୍ଲବ କାର୍ଯ୍ୟ କାରି ସଭାପତି,ତଥା ସମାଜସେବୀ ଅଶୋକ ପରିଡା , ଉପସଭାପତି ସତ୍ୟ ନାରାୟଣ ବେହେରା, ସୁନୀଲ ବିଶ୍ୱାଳ, ସହ ସମ୍ପାଦକ ରମେଶ ପ୍ରଧାନ, ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରିପାଠୀ, ବାଳ କୃଷ୍ଣ ଚର୍ଚି, ପ୍ରଶାନ୍ତ ଜେନା, ଶିବ ରାମ ନାୟକ, ବରିଷ୍ଠ ସାମ୍ବାଦିକ ସୁବାସ ପ୍ରଧାନ, ଫିଲି ମୋହନ ନାୟକ, ଆଇନ ଜୀବି ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ, ସନ୍ତୋଷ ମିଶ୍ର, ବୀରେନ୍ଦ୍ର ସୁବୁଦ୍ଧି, ବଦ୍ୟନାଥ ବେହେରା, ବୈଦ୍ୟ ନାୟକ, ଡ଼ଃ. କାଁହୁ ଚରଣ ଶତପଥୀ, ମୁସକାନ ସୁଆର, ଙ୍କ ସମେତ ବହୁ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଛନ୍ତି lସେହିପରି କସମ ର ସମ୍ପାଦକ ସଂଜିତ କୁମାର ପଟନାୟକ, ବରିଷ୍ଠ ସହାୟକ ଅସିତ ମେକାପ, ସମାଜ ସେବୀ ତଥା ରୋଟାରୀଆନ ପ୍ରଶାନ୍ତ ପାଣିଗ୍ରାହୀ ଙ୍କ ସମେତ କନ୍ଧମାଳ ଜିଲ୍ଳା ର ବରିଷ୍ଠ ନାଗିରିକ ସଙ୍ଘ ସଦସ୍ୟ ମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories