ପୋଖରୀ ଗାଁରେ ବନ ମହୋତ୍ସବ ପାଳିତ

Udaya_Labanya | July 6, 2023 | 671 views |0 | Breaking News , District

ନିଆଳି ( ଉଲ୍ଲାପ୍ର )କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ପୋଖରୀଗାଁ ୟୁଥ୍ ଜେନେରେସନ ତରଫରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ଶ୍ରୀ ଶ୍ରୀ ବାବା ପିଙ୍ଗଳେଶ୍ୱର୍ କୁ ସୋଞ୍ଜଗ କରିଥିବା ରାସ୍ତା ପାର୍ଶରେ ରେ ବୁକ୍ଷ ରୋପଣ କରାଯାଇଥିଲା ଯୋଉଥିରେ ବହୁ କୁନି କୁନି ସଦସ୍ୟ ମଧ୍ୟ ରହିଥିଲେ ଯେତେବେଳ ଓଡ଼ିଶା ରେ ଫନି ବାତ୍ୟା ରେ ସବୁ କ୍ଷୟ କ୍ଷେତି ଘଟିଥିଲା ଓଡ଼ିଶା ରେ ଠିକ୍ ସେଇ ସମୟ ରେ ଆମେ ଏହି ବୃକ୍ଷ ରୋପଣ କାଯ୍ୟକର୍ମ ଆରମ୍ଭ କରିଥିଲୁ ଆଉ ଆମର ଅନୁଷ୍ଠାନ ସେତେବେଳେ ଆରମ୍ଭ ହୋଇଥିଲା ଜୁଲାଇ ମାସ ୨୦ ତାରିଖ ୨୦୨୦ ଯାହା ଆଗକୁ ୦୪ ଥ ବର୍ଷ ରେ ପହଞ୍ଚିବାକୁ ଯାଉଚି ପ୍ରତି ବର୍ଷ ଆମର କିଛି ନା କିଛି କାଯ୍ୟକର୍ମ ରହିଥାଏ ସେ ରଜ କୁ ନେଇ କିମ୍ୱା ଗଛ ଲଗା କୁ ନେଇ ଆଉ ଆମର ଏହି କାମ ରେ ବହୁ କୁନି କୁନି ପିଲା ହାତ ବଢାଇ ଛ|ନ୍ତି ଯାହା ବେଶ୍ ଖୁସି ଲାଗିଥାଏ ଏହାର ସବୁ ଶ୍ରେୟ ସେଇ ମାନଙ୍କ ର ଏହି କାମ ଆଗକୁ ଏମୀତିଜାରି ରହିବ ବୋଲି ପୋଖରୀଗାଁ ୟୁଥ ଜେନେରେସନ ର ସଭାପତି ଆଦେଶ ବସ୍ତିଆ ଓ ଉପ ସଭାପତି ଚିନ୍ମୟ ବସ୍ତିଆ ଙ୍କ ସମେତ କଳ୍ପତରୁ ଦାଶ ଏବଂ ସୋନୁ ମୁନା ଚିକୁଲା ଶୁଭ ସଙ୍କରା କହୁଁ| ପ୍ରଭୁ ଚିକୁଲା ସନ୍ ,ମୁନା , ନାଣ୍ଡୁ , ଶୁଭ , ଶଙ୍କର| . କାନାହା । ପ୍ରଭୁ। ,ଚିକୁଲା, ସନ, ଆର୍ତିଆ, ଆନଦ, ସନିଆ, ସମ୍ଭୁ, ବିକାଶ,
ଗାଲୁଆ
ସୋନୁ ପ୍ରମୁଖ ଯୋଗ ଦେଇଥିଲେ

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories