ରାସ୍ତା ନିର୍ମାଣ ପାଇଁ ଚାଲିଛି ବେଆଇନ ପଥର ବ୍ଲlଷ୍ଟିଂ

Udaya_Labanya | July 7, 2023 | 14 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )

ରାସ୍ତା ନିର୍ମାଣ ପାଇଁ ଚାଲିଛି ବେଆଇନ ବ୍ଳାଷ୍ଟିଙ୍ଗ lଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ୧୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ତ୍ରିସକ୍ତି କନ୍ଷ୍ଟ୍ରକ୍ସନ କୁ କାର୍ଯ୍ୟାଦେଶ ମିଳିଥିବା ବେଳେ ତିନି ମାସ ଧରି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ ହେଲେ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ପଥର କୁ ବେଆଇନ ଭାବରେ ବ୍ଲlଷ୍ଟିଂଙ୍ଗୀ କରୁଥିବା ଦେଖିବାକୁ ମିଳିଛି ଯାହାରି ଫଳରେ କାଲି ରାତିରେ ନେଡିପାଙ୍ଗ ଠାରେ ଥିବା ଏକ ରାସ୍ତା ପାର୍ଶ୍ଵରେ ଏକ ଉଠାଣି ରେ ଥିବା ପଥରକୁ ବ୍ଲାଷ୍ଟ କରିଥିଲା ତ୍ରିସକ୍ତି କନ୍ଷ୍ଟ୍ରକ୍ସନ, ଯାହାରି ଫଳରେ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ର ର ପାଚେରୀ ଭାଙ୍ଗିବା ସହ ପାଖରେ ଥିବା ଜଣେ ଚାଷୀ ର ବହୁ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ହେଲେ କିଭଳି ଭାବେ ଏଭଳି ପଥର ବ୍ଲାଷ୍ଟ କରାଯାଉଛି ତାହା ଦାରିଙ୍ଗବାଡି ତହସିଲଦାର ଶରତ ଶବର ଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।ଏପଟେ ଚାଷୀ ଏବଂ ନୂତନ ଭାବରେ ନିର୍ମାଣ ହୋଇଥିବା ଅଙ୍ଗନବାଡି ପାଚେରୀ ର କ୍ଷତି ପୁରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories