ଓଡ଼ିଆ ମୋପରିବା ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

Udaya_Labanya | July 30, 2023 | 78 views |0 | Breaking News , District


ଆଠଗଡ( ଉଲ୍ଲାପ୍ର )କନ୍ଦରପୁର ଓ ଯୋରନ୍ଦା ପଂଚାୟତ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲେ ଏହି ଶିବିରରେ ଭାରତ ସର୍ବୋଚ୍ଚ ଅଦାଲତ ର ଆଇନୀଜୀବୀ ତଥା ସମାଜ ସେବି ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବ ରେ ଯୋଗ ଦେଇ କହିଲେ ଓଡିଶା ଓ ଆଠଗଡ ରେ ରକ୍ତ ବିନା ଯେପରି କାହାର ମୁର୍ତ୍ତୁ ନହେବ ମାନ୍ୟବର ମୁଖ୍ୟ ମନ୍ତୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦୂର ଦୂଷ୍ଟି ଯୋଗୁ ଆମ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ବ୍ୟାପକ ରକ୍ତଦାନ ଶିବିର କରାଯାଉଅଛି ଆଜି ଯୋରନ୍ଦା ପଂଚାୟତ ରେ scb ତରଫ ରୁ ଡାକ୍ତର ମନେ ସହଯୋଗ କାରି 125ୟୁନିଟ ରକ୍ତ ସାଙ୍ଗହ ହୋଇଥିକା ସେହିପରି କନ୍ଦରପୁର ଠାରେ ରେଡକ୍ରସ ଡାକ୍ତର ମାନଙ୍କ ଦ୍ଵାରା 105ୟୁନିଟ ରକ୍ତ ସଙ୍ଗହ ହୋଇଥିଲା ଏହି ରକ୍ତଦାନ ଶିବିରରେ ଯୋରନ୍ଦା ପଂଚାୟତ ସରପଞ୍ଚ କମଳା ନାୟକ ସମିତି ସଭ୍ୟ ମାନସ ସ୍ୱାଇଁ କନ୍ଦରପୁର ସରପଞ୍ଚ କଲ୍ୟାଣୀ ଖଟୁଆ କୃଷି ସୂଚନା ପରାମର୍ଶ କେନ୍ଦ୍ର ର ସଭାପତି ରବୀନ୍ଦ୍ର ନାଥ ରାଉତତିନି ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ରବାଘ ଯୋରନ୍ଦା ବିଜୁ ଜନତା ଦଳ ସଭାପତି ହାଡିବନ୍ଧୁ ସ୍ୱାଇଁ ସନ୍ତୋଷ ସାହୁମାନସ ସାହୁ ଯୋଗ ଦେଇ ସ୍କୁଲ ପରିସର ରେ ମୁଖ୍ୟ ଅତିଥି ସ୍ୱାଇଁ ବୃକ୍ଷ ରୋପଣ କରିଥିଲେଏହି ଶିବିର ରେ ବିଜୁ ଛାତ୍ର ମହିଳା ଜନତା ଦଳ ରକର୍ମୀ ମନେ ସହଯୋଗ କରିଥିଲେ

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories