ଫିରିଙ୍ଗିଆ ଥାନା ପୋଡି ମାମଲା
୧୯ ଜଣଙୁ କୋର୍ଟ ଚାଲାଣ
Udaya_Labanya | August 7, 2023 | 19 views |0
| Breaking News
, District
ଫୁଲବାଣୀ- (ସୁନୀଲ ପଟନାୟକ)
ଫିରିଙ୍ଗିଆ ଥାନା ପୋଡି ଓ ପୋଲିସ କୁ ଆକ୍ରମଣ ମାମଲା ରେ ଆଜି ପୋଲିସ ୧୯ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗତକାଲି ଫିରିଙ୍ଗିଆ ଥାନା ପୋଡି ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଅଟକ ରଖିଥିଲା।
ଆଜି ସମସ୍ତ ବିରୁଦ୍ଧରେ ଚାର୍ଜସିଟ ପ୍ରସ୍ତୁତ କରି କୋର୍ଟରେ ହାଜର କରିବାପରେ ଜେଲ କୁ ପଠାଯାଇ ଛି ।
ଏହି ମାମଲା ରେ ଆଉ କିଏ ସଂପୃକ୍ତ ଥିଲେ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପର୍ଯ୍ୟାୟ କ୍ରମେ ଗିରଫ କରିବ ବୋଲି ଜଣାପଡିଛି
