ଫିରିଙ୍ଗିଆ ଥାନା ପୋଡି ଘଟଣା ତିନି ଦିନ ପାରେ ସ୍ଵାଭାବିକ ଅବସ୍ଥାକୁ ଆସିଲା ଦୋକାନ ବଜାର ଖୋଲିବା ସହ ଗାଡ଼ି ଚଳାଚଳ ସ୍ଭାଭାବିକ

Udaya_Labanya | August 9, 2023 | 15 views |0 | Breaking News , District


ଫୁଲବାଣୀ( ସୁନୀଲ ପଟ୍ଟନାୟକ)
ଶନିବାର ଫିରଙ୍ଗିଆ ଥାନା ପୋଡି ଘଟଣା ପରଠାରୁ ତିନିଦିନ ଧରି ବନ୍ଦ ରହିଥିବା ଦୋକାନ ବଜାର ଆଜି ଖୋଲିଛିlସେହିପରି ଗାଡ଼ି ଚଳଚଳ ସ୍ଵାଭାବିକଭାବେ ଆରମ୍ଭ ହୋଇଥିଲା
l
ତେବେ ତିନି ଦିନ ପରେ ବଜାର ଓ ହାଟ ଖୋଲିଥିଲେ ମଧ୍ୟ ଲୋକଙ୍କ ଏତଟା ଗହଳି ଦେଖିବାକୁ ମିଳିନଥିଲାl କିଛି ଲୋକ ଭୟ ଭିତରେ ମଧ୍ୟ ବଜାର ଆସି ଆବଶ୍ୟକୀୟ ଜିନିଷ ପତ୍ର, ପରିବା ପତ୍ର କିଣା କିଣି କରୁଥିବା ଦେଖିବାକୁ ମିଳିଥିଲା l

ସେହିପରି ତିନି ଦିନ ହେଲା ହତବା ନ୍ଧି ଘରେ ବସିଥିବା ବ୍ୟବସାୟୀ ମାନେ ଆଜି ପସରା ମେଲାଇ ବସିଥିଲେ ବି ବ୍ୟବସାୟ କିଛି ହେଉନଥିବା କହିଛନ୍ତି l ଏବେ ବି ଭୟର ବାତାବରଣ ରହିଛି l
ପୋଲିସ ଗିରଫ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନଥିବା ବ୍ୟବସାୟୀ ମାନେ କହିଛନ୍ତି l

ଅନ୍ୟ ପଟେ ଆଜି ଠୁ ସ୍ଵାଭାବିକ ଭାବେ ଦୋକାନ ବଜାର ଖୋଲିଥିବା ଓ ଗାଡିମଟର ଚଳ ପ୍ରଚଳ କରିଥିବା କଥା ଥାନାଧିକାରୀ ରମେଶ ପ୍ରଧାନ କହିଛନ୍ତି l ସେହିପରି ଥାନା ପୋଡି ଘଟଣା ର ତଦନ୍ତ ଚାଲିଥିବା ସେ କହିଛନ୍ତି l

ପୋଡି ଥିବା ଥାନା ର ସଫେଇ କାର୍ଯ୍ୟ ଜାରି
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସହର ର ବିଭିନ୍ନ ସ୍ଥାନ ରେ ପୋଲିସ ମୃତୟନଅଛନ୍ତି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories