ସଦର ମହକୁମା ଡାକ୍ତରଖାନା ରୋଗୀ ଙ୍କୁ
ରୋଟାରୀ କ୍ଲବ ପକ୍ଷରୁ ଫଳ ବଣ୍ଟନ
Udaya_Labanya | August 15, 2023 | 28 views |0
| Breaking News
, District
ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ପବିତ୍ର ସ୍ୱତନ୍ତ୍ରତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ପକ୍ଷରୁ ଫୁଲବାଣୀମୁଖ୍ୟ ଡାକ୍ତର ଖାନା ରେ ସମସ୍ତ୍ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଏହି ଅବସରରେ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥଭାବେ ଯୋଗ ଦେଇ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ lସେହିପରି ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଶୁଭେନ୍ଦୁ ପାତ୍ର, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ୍ ସଭାପତି ସୁନୀଲ ପଟନାୟକ,
ରୋଟାରୀ ସଭାପତି ଶ୍ରୀମତୀ ବିରlଜିନୀ ମହାପାତ୍ର , ରୋଟାରୀଆ ନ ବିଜୟ ପଟନାୟକ, ରବି ସୁବୁଦ୍ଧି, ହରଶ୍ଚନ୍ଦ୍ର ମହାରଣl, ପଦ୍ମ ଚରଣ ସ୍ୱାଇଁ, ପ୍ରକାଶ ପଣ୍ଡା, ପ୍ର ସନ୍ନ ପଣ୍ଡା,k ଜ୍ଞାନ ଦୋରା, ମନୋରଞ୍ଜନ ପଟ୍ଟନାୟକ,ଶୁଭ୍ରା ପଟ୍ଟନାୟକ, ସୁନୀତା ରାଣୀ ନାୟକ, କନ୍ଧ ମାଳ ଡିଜିଟାଲ ମିଡିଆ ସଭାପତି ଖିତିସ ମଲିକ, ଉପସଭାପତି ଶିବରାମ ନାୟକ, ସାମ୍ୱାଦିକ ଜୟସେନ୍ ପରିଡ଼ା ଓ ଅନ୍ୟମାନେ ଯୋଗ ଦେଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ l