ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 35 views |0 | Uncategorized


ଫୁଲବାଣୀ (ସୁନୀଲ ପଟନାୟକ)
ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି l
ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l
ଟାଉନ୍ ଥାନା ପୋଲିସ ର ହୁଗୁଳl ଶାସନ ଯୋଗୁଁ ଏ ସବୁ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି l
ଗତ କାଲି ଫୁଲବାଣୀ ସହର ର ଚନ୍ଦନ ନଗର ସାହି ର୍ ସୁବାସ ଚନ୍ଦ୍ର ସାହାଣୀ ନିଜର ୟାମାହା କମ୍ପାନୀ ର୍ ଦାମୀ ବାଇକ୍ କୁ ଲକ୍ ପକାଇ ରଖି ଥିଲେ l ତେବେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ ର ଚାବି ଭାଙ୍ଗି ଚୋରୀ କରି ନେଇ ପଳାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l
ପୋଲିସ ଏ ନେଇ ମାମଲା କରି ଘଟଣା ର୍ ତଦନ୍ତ କରି ଥିଲେ ମଧ୍ଯ ଚୋରି ବାଇକ୍ ର ଏଯାଏଁ ପତ୍ତା ମିଳିନି l
ଏଥି ପୂର୍ବରୁ ସହର୍ ର ବି ଭିନ୍ନ ସ୍ଥାନ ରୁ ଅନେକ ବାଇକ୍ ଚୋରୀ ହୋଇଥିଲେ ବି ପୋଲିସ ସନ୍ଧାନ ପାଇନି l

Share this

Related Posts

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

ଗାଡି ଆଗରେ ବାଘ, ଫୋଟୋ କ୍ଲିକ କଲେ…

Udaya_Labanya | June 17, 2023 | 13 views | 0

ଫୁଲବାଣୀ (ପି ଏନ ଏସ )ଗାଡି ଆଗରେହଟାତ ବାଘ ଦେଖିଲେ ଯେ କେହି ବି ନର୍ଭସ ହେଇଯିବl ସ୍ୱଭାବିକ l ହେଲେ ଗାଡିଚାଳକ ଜଣକ ଗାଡି ଆଗରେ ଥିବା ବାଘ ର ଫୋଟୋ କ୍ଲିକ କରି ସାହସ ଦେଖାଇଛନ୍ତି lଏଭଳି ଦୃଶ୍ୟ…

Leave a Reply

Your email address will not be published. Required fields are marked *

Archives

Categories