*ବଙ୍ଗୋପସାଗରରେ_ବାତ୍ୟା_ସମ୍ଭାବନା!.*

*-ଆସନ୍ତାକାଲି ଅବପାତର ରୂପ ନେବ ଲଘୁଚାପ*
*-୨୫ ତାରିଖରେ ବାତ୍ୟାର ରୂପ ନେବା ସମ୍ଭାବନା*
*-୨୬ ସନ୍ଧ୍ୟାରେ ଭୀଷଣ ବାତ୍ୟାର ରୂପ ନେଇପାରେ*
*-ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ପଖାପାଖି ପହଞ୍ଚିବ*
*-କେଉଁଠି ବାତ୍ୟା ଛୁଇଁବ ସ୍ପଷ୍ଟ ହୋଇନାହିଁ*
*-mcbbsr ପକ୍ଷରୁ ସୂଚନା!.*