*ଯୁବପୀଢ଼ିଙ୍କ_ପାଇଁ_ନବୀନଙ୍କ_୫_ଗ୍ୟାରେଣ୍ଟି!.*

*-ସାମ୍ବାଦିକ ସମ୍ମିଳନୀରେ ଭିକେ ପାଣ୍ଡିଆନଙ୍କ ସୂଚନା*
*-‘ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ’*
*-‘ପ୍ରଥମ ଥର ପାଇଁ ଆସିବ ୧ ଲକ୍ଷ କୋଟିର ଯୁବ ବଜେଟ୍’*
*-‘ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥରାଶି’*
*‘ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ’*
*‘ଛାତ୍ରଛାତ୍ରୀଙ୍କ ମତାମତରେ ୧ ହଜାର କୋଟି ଖର୍ଚ୍ଚ ହେବ’*
*‘ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା’*
*‘୮ ହଜାର ସ୍କୁଲ, ୧ ହଜାର କଲେଜର ରୂପାନ୍ତରଣ ହୋଇଛି’*
*‘ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ମିଳିବ ଅଧିକ ସୁବିଧା’!.*