କଂଗ୍ରେସ ସାଂସଦ ପ୍ରାର୍ଥୀ ଚର୍ଚ୍ଚ ଫା ଦେର ଙ୍କ ଆଶୀର୍ବାଦ ଲୋଡିଲେ

ଫୁଲବାଣୀ – (ସୁନୀଲ ପଟନାୟକ ) ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳୀୟ ପ୍ରାର୍ଥୀ ଙ୍କ ହୃତ ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି lନିର୍ବାଚନ ବୈତରଣୀ ପାର ହେବା ଲାଗି କିଏ ମନ୍ଦିର, ତ କିଏ ମସଜିଦ ଆଉ କିଏ ଚର୍ଚ୍ଚ ଯାଇ ଆଶୀର୍ବାଦ ଲୋଡ଼ିବl ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି l ଆଜି କଂଗ୍ରେସ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ଚର୍ଚ୍ଚ କୁ ଯାଇ ପ୍ରାର୍ଥନlକରିବାସହ ଆଣ୍ଠେଇ ରହି […]

ଭୁବନେଶ୍ୱର ବିମାନ ବନ୍ଦରରେ 3.77 କେଜି ସୁନାର 12ଟି କ୍ଯାପସୁଲ ସହ 4 ଗିରଫ

  ଭୁବନେଶ୍ୱର ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଲୟ (ଡିଆର୍ଆଇ) ହାଇଦ୍ରାବାଦ ଜୋନାଲ ଯ଼ୁନିଟ୍ ବୁଧବାର ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀଯ଼ ବିମାନ ବନ୍ଦରରେ 2.79 କୋଟି ଟଙ୍କା ମୂଲ୍ଯ଼ର 3.77 କେଜି ସୁନା ଜବତ କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ଯ଼ ଆଧାରରେ ଏହି କାର୍ଯ୍ଯ଼ାନୁଷ୍ଠାନ ଫଳରେ ମେ 6 ତାରିଖରେ ଦୁବାଇରୁ ଆସିଥିବା ଚାରି ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ଗୁପ୍ତ ସୂଚନା ଆଧାରରେ ଡିଆର୍ଆଇ ଅଧିକାରୀମାନେ ପହଞ୍ଚିବା ପରେ ସନ୍ଦିଗ୍ଧ ଯାତ୍ରୀମାନଙ୍କୁ ଚିହ୍ନଟ କରିଥିଲେ। ପଚରା […]

ଆକ୍ସନ ମୋଡ଼ ରେ ଫ୍ଲ୍ୟାଇଂ ସ୍କ୍ୱାର୍ଡ

ଉମେରକୋଟ : ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖୀ ପ୍ରବଳ ଖରା କୁ ଖାତିର ନ କରି ଉମେରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଙ୍କ ନିର୍ଦେଶ କ୍ରମେଉମେରକୋଟ ଥାନା ଏସ ଆଇ ଅକ୍ଷୟ ମିଶ୍ର, ହାବିଲଦାର ଖଗପତି ବିଷୋୟୀ ଏବଂ ଟିମ ତଥା ତହସିଲଦାର ଉମେରକୋଟ, ବି ଡି ଓ ଉମେରକୋଟ ଙ୍କ ମିଳିତ ତତ୍ଵାବଧାନ ରେ ଏକ ଫ୍ଲୟିଙ୍ଗ ସ୍କ୍ୱାର୍ଡ ଗଠନ କରି ସହର ର ବିଭିନ୍ନ ଛକ ଏବଂ ଜନ ଗହଳି ପୁର୍ଣ ସ୍ଥାନ […]

ଉମେରକୋଟ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ପର୍ଯବେକ୍ଷକ ପଦ୍ମିନୀ ଦିଆନ

ଉମେରକୋଟ : ଚଳିତ ନିର୍ବାଚନ କୁ ଆଖି ଆଗରେ ରଖି ଉମେରକୋଟ ବିଧାନସଭା ସିଟ ନିଜ ଅକ୍ତିଆର ରେ ନେବା ପାଇଁ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଓ ବବି ଦାସ ଙ୍କ ଅନୁମୋଦନ କ୍ରମେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଙ୍କୁ ଉମେରକୋଟ ନିର୍ବାଚନ ମଣ୍ଡଳୀ ର ସ୍ୱତନ୍ତ୍ର ପର୍ଯବେକ୍ଷକ ଭାବେ ନିଯୁକ୍ତି କରିଛନ୍ତି l ଶ୍ରୀମତୀ ଦିଆନ ସମସ୍ତ ନିର୍ବାଚନୀ କାର୍ଯକ୍ରମ ସମୀକ୍ଷା କରିବା ସହ, ପ୍ରତ୍ୟେକ ପଂଚାୟତ ଏବଂ ଭୋଟର […]

ନିର୍ବାଚନ କୁ ଦୃଷ୍ଟି ରେ ରଖି ନକ୍ସଲ ପ୍ରବଣ ଖୁଡୁକୁ ଜିପି ରେ ଫ୍ଲାଗ ମାର୍ଚ୍ଚ

ଉମେରକୋଟ : ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପୋଲିସ ଓ ପ୍ରଶାସନ ର ମୁଖ୍ୟ ଉଦ୍ଦେଶ୍ୟ ହେଲେ ନବରଙ୍ଗପୁର ଜିଲ୍ଲା ଉମେରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଛି ସୀମାନ୍ତ ଅଂଚଳ ପ୍ରବଳ ମାଓ ପ୍ରବଣ ଅଂଚଳ ଭାବେ ଜଣା ଶୁଣା ବିଗତ ଦିନ ରେ ମାଓବାଦୀ ମାନେ ସୀମାନ୍ତ ର ଏକ ଥାନା କୁ ଟାର୍ଗେଟ କରି ବୋମା ସାହାଯ୍ୟ ରେ ସମ୍ପୂର୍ଣ ଉଡାଇଦେଇଥିଲେ ସମ୍ପୂର୍ଣ ଭାବେ ଘନ ଜଙ୍ଗଲ ରେ […]

Indian Skimmer ବା ପାଣିଚିରି ପକ୍ଷୀ ସମ୍ବନ୍ଧୀୟ ସୂଚନା

Indian Skimmer ବା ପାଣିଚିରି ପକ୍ଷୀ ଏକ ବିରଳ ପ୍ରଜାତିର ପକ୍ଷୀ ଯାହାର ବର୍ତ୍ତମାନର ସଂରକ୍ଷଣ ସ୍ଥିତି ସଂକଟାପନ୍ନ ବା Endangered. ସମଗ୍ର ବିଶ୍ଵରେ ଏହାର ସଂଖ୍ୟା ମାତ୍ର ୪୦୦୦ରେ ସୀମିତ । ଆମର ସୌଭାଗ୍ୟର ବିଷୟ ଯେ ଏହି ପକ୍ଷୀ ଆମର ଆଠଗଡ ବନଖଣ୍ଡର କଖଡି ଗ୍ରାମ ନିକଟସ୍ଥ ମହାନଦୀ ପଠାରେ ୧୬୫ ଗୋଟି ଦେଖା ଯାଇ ଅଛନ୍ତି ।ନଦୀ ଅବବାହିକାରେ ଥିବା ବାଲିଚର ଏମାନଙ୍କର ବିଚରଣ ଓ ପ୍ରଜନନ ପାଇଁ ଉପଯୁକ୍ତ ସ୍ଥାନ ଅଟେ […]

ଜିଲ୍ଲା ନାଗରିକ ମଞ୍ଚ ର ନୂତନ କର୍ମକର୍ତା

ଫୁଲବାଣୀ – (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ନାଗରିକ ମଞ୍ଚ ର ଏକ ସାଧାରଣ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା l ଆବାହକ ସୁନୀଲ ପଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ସଭାପତି ଡ଼ଃ ଅରୂପ ଜେନା ସଭା ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା, ନବ କୃଷ୍ଣ ରଥ, ଜାକିର ଉଲ୍ଲା ଖାନ, ଅବନୀ କଂହର, ପ୍ରଣବ ମଣ୍ଡଳ ପ୍ରମୁଖ […]

ବେଆଇନ ଗଛିତ ମହୁଲ ଜବତ, ବ୍ୟବସାୟି ଗିରଫ

ଫୁଲବାଣୀ – (ସୁନୀଲ ପଟନାୟକ ) କନ୍ଧମାଳ ଅବକାରୀ ବିଭାଗ କୁ ମିଳିଛି ସଫଳତାl ଅ ବକା ରି ବିଭାଗ ସୁପରିଣ ଟେଣ୍ଡେଣ୍ଟ ଝସ କେତନ ବରୀହା ଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଓ ଫୁଲବାଣୀ ଅବକାରୀ ଟିମ ତୁମୁଡିବନ୍ଧ ଥାନା ହରିପୁର ଗ୍ରାମର ଜଣେ ବ୍ୟବସାୟୀ ଙ୍କ ଘର ଉପରେ ଚଢ଼ାଉ କରି ବେ ଆଇନ ଗଛିତ ଥିବା ୩ ୩ କୁଇଣ୍ଟାଲ ମହୁଲ ଜବତ କରିବା ସଙ୍ଗେ ସଙ୍ଗେ ବ୍ୟବସାୟି ସୁବାସ ନାୟକ କୁ […]

ଖରାଦିନେ ଲେମ୍ନୁ ପାଣି ବରଦାନ ପରି କାମ କରିଥାଏ , ଲେମ୍ବୁ ପାଣିରେ ରହିଛି ସଂଜୀବନୀ ଶକ୍ତି

ଖରାଦିନେ ଲେମ୍ନୁ ପାଣି ବରଦାନ ପରି କାମ କରିଥାଏ , ଲେମ୍ବୁ ପାଣିରେ ରହିଛି ସଂଜୀବନୀ ଶକ୍ତି । ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ଓଜନ ହ୍ରାସ ହୋଇଥାଏ ବୋଲି ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏହାର ମଧ୍ୟ ଅନେକ ଉପକାରିତା ଅଛି ଯାହା ଆମେ ଜାଣି ନଥାଉ । ଆସନ୍ତୁ ଜାଣିବା ସେ ସଂପର୍କରେ । ଲେମ୍ବୁ ପାଣି ପିିଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ । ଲେମ୍ବୁରେ ଭିଟାମିନ୍‌ […]

Whatsapp : ଏହା କ ‘ଣ, ସରକାରଙ୍କ ନିଷ୍ପତ୍ତି କ’ ଣ, ଧମକ ଦେଲେ ଜୁକରବର୍ଗ, ଜାଣନ୍ତୁ ପୂରା ଘଟଣା

ଯଦି ଆପଣ ନିଜ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ବ୍ଯ଼ବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଭାରତ ସରକାରଙ୍କ ବିରୋଧରେ ମକଦ୍ଦମା ଦାଯ଼ର କରିଛି। ମେଟା ମାଲିକାନାରେ ଥିବା କମ୍ପାନୀ ଏକ ମାମଲାର ଶୁଣାଣିରେ ଏହି ବଡ଼ କଥା କହିଛି। ଆଜିର ସମଯ଼ରେ ହ୍ୱାଟ୍ସଆପ୍ ଏକ ଜରୁରୀ ଇନଷ୍ଟାଣ୍ଟ ମେସେଜିଂ ଆପ୍ ରେ ପରିଣତ ହୋଇଛି। ଭାରତରେ 50 କୋଟିରୁ ଅଧିକ ଲୋକ ଏବଂ ସାରା ବିଶ୍ୱରେ ପ୍ରାଯ଼ 200 କୋଟି ଲୋକ […]