ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏତଲା ଦେଲେ ହତ୍ୟା କରିବାକୁ ଧମକ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରେ ଜଣେ ବିବାହିତ ମହିଳା କୁ ଦୁଷ୍କର୍ମ ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତା ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ବିବାହିତା ମହିଳା ଜଣକ ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ବେଳେ ଏହି ବିଷୟ ଥାନାରେ କିମ୍ବା ଅନ୍ୟ କାହାରିକୁ ଜଣାଇଲେ ଜୀବନରେ ମାରିଦେବା ନେଇ ଦୁଷ୍କର୍ମ କରୀଙ୍କ ତିନି […]