ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ କରିବାକୁ ପର୍ଯ୍ୟବେକ୍ଷକ ଙ୍କ ପରାମର୍ଶ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ଯେପରି ଅଧିକ ମଜଭୁତ ଓ କ୍ରିୟାଶୀଳ ହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କନ୍ଧମାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟବଜେଡ଼ି ର ଟାଣୁଆ ତଥା ଜଣାଶୁଣା ନେତା ବିଜୟ ନାୟକ ଶନିବାର କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀଠାରେ ଦଳୀୟ କର୍ମୀ ଓ […]

ଅନ୍ଵେଷା ଆବାସିକ ହଷ୍ଟେଲ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ଯୁଘଟଣାର ତଦନ୍ତ ନିର୍ଦେଶ

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଫୁଲବାଣୀ ସହରରେ ଥିବା ଅନ୍ଵେଷା ହଷ୍ଟେଲ ରେ ରହି ଇଂରାଜି ମିଡ଼ିୟମ ସ୍କୁଲ ରେ ପାଠ ପଢ଼ୁଥିବା ସପ୍ତମଶ୍ରେଣୀ ଛାତ୍ର ସୁମନ ଜିତ ବଳିୟାରସିଂ ଙ୍କ ମୃତ୍ଯୁ ଘଟଣା ର ତଦନ୍ତ ନିର୍ଦେଶଦେଇଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ lହଷ୍ଟେଲ ଛାତ୍ର ର କିଭଳି, କାହିଁକି ଓ କେଉଁ ପରିସ୍ଥିତି ରେକିପରି ମୃତ୍ଯୁ ଘଟିଲା,ତାର ସ୍ୱାସ୍ଥ୍ୟ ର ଯତ୍ନ ଓ ଆବଶ୍ୟକ ଚିକିତ୍ସା ଠିକ ଭାବେ ନିଆଯାଉଥିଲା […]

ଜାପାନ ଧର୍ମଗୁରୁଙ୍କ ନୂଆପାଟଣା ଐତିହାସିକ ବୋଧିବୃକ୍ଷ ପରିଦର୍ଶନ

ନୂଆପାଟଣା ( ଉଲ୍ଲାପ୍ର )ଜାପାନ ବୌଦ୍ଧ ଧର୍ମଗୁରୁ ଜୁନସେଇ ତେରାସାୱା ତିଗିରିଆ ଅନ୍ତର୍ଗତ ନୂଆପାଟଣାରେ ଥିବା ବୋଧିଦ୍ରୁମ ବୁଦ୍ଧ ବିହାର ( ଭଗବାନ ବୁଦ୍ଧ ମନ୍ଦିର ) ପରିଦର୍ଶନ କରି ଐତିହାସିକ ବୋଧିବୃକ୍ଷ ଠାରେ ବୁଦ୍ଧ ବନ୍ଦନା ,ଚୈତ୍ୟ ବନ୍ଦନା ଓ ବୋଧି ବନ୍ଦନା କରିବା ସହ ଶାନ୍ତି, ମୈତ୍ରୀ ,ଦୟା ଓ କରୁଣାର ପ୍ରତିଷ୍ଠା କରି ନୂଆପାଟଣା ବୌଦ୍ଧ ସଂଘର ଉପାସକ ଓ ଉପାସିକା ମାନଙ୍କ ସହିତ ପଦଯାତ୍ରା କରି ବୁଦ୍ଧଙ୍କ ମହାନ ବାଣୀ ଓ […]

ସୁରକ୍ଷା କର୍ମୀ-ମାଓବାଦୀ ଗୁଳିବିନିମୟ: ମହିଳା କ୍ୟା ଡର ନିହତ, ବହୁ ମାଓ ସାମଗ୍ରୀଜବତ

ଫୁଲବାଣୀ (ସୁନୀଲ ପଟନାୟକ ) ମଙ୍ଗଳବାର କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା l ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମିଳନୀ ଆଇଜି ଅମିତାଭ ଠାକୁର କହିଛନ୍ତି । କନ୍ଧମାଳ -କଳାହାଣ୍ଡି ଜିଲ୍ଲା ସିମାନ୍ତ କଣାସାଲୁ ଜଙ୍ଗଲରେ ପାଖାପାଖି ପାଞ୍ଚଟି କ୍ୟାମ୍ପ ରେ କୋଡିଏ ରୁ ଉର୍ଦ୍ଧ […]

ଡ୍ରେନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଂଟାଭିଡ଼ିଲେ ପୋୖରାଧ୍ୟକ୍ଷା

ଫୁଲବାଣୀ(ସୁନୀଲପଟନାୟକ )ଫୁଲବାଣୀ ସହର ରେ ଦିର୍ଘବର୍ଷ ଧରି ଲାଗି ରହିଥିବା ଡ୍ରେନ ସମସ୍ୟା ର ସ୍ଥାୟୀ ସମାଧାନ କରିବାଲାଗି ପୋୖରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ଅଣ୍ଟା ଭିଡିଛନ୍ତି lବର୍ତମାନ ବଜାର ଦେଇ ଯାଇଥିବା ଡ୍ରେନ ସବୁ ଭାଙ୍ଗିରୁଜି ଅଳିଆ ଆବର୍ଜନା ରେ ପୋତି ହୋଇ ପଡିଥିବା ଫଳରେ ବର୍ଷା ହେଲେ ଡ୍ରେନପାଣି ସହ ଅଳିଆବର୍ଜନା ସବୁ ରାସ୍ତାରେ ଭାସୁଥିଲା lଫଳରେ ବ୍ୟବସାୟୀ ଓ ସହର ବାସୀ ସମସ୍ତେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ l ଏହାକୁ ଦୃଷ୍ଟିରେ […]

ବିପୁଳ ସଂଖ୍ୟାରେ ବଜ୍ରକାପ୍ତାକାତି ଜବତ , ଚାରି ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର ଫୁଲବାଣୀ ବନ ବିଭାଗ ରେଞ୍ଜ କର୍ମଚାରୀ ବଜ୍ରକାପ୍ତା କାତି ଚୋରା ଚାଲାଣ କରିବା ଲାଗି ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ସମ୍ପୃକ୍ତ ଘର ଉପରେ ଚଢ଼ଉକରି ବିପୁଳ ପରିମାଣର ବିରଳ ବଜ୍ରକାପ୍ତା କାତି ଉଦ୍ଧାର କରିବା ସହ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ଫୁଲବାଣୀ ଡ଼ି ଏଫ ଓ ପ୍ରଶାନ୍ତ ପଟେଲ କହିଛନ୍ତି lପ୍ରାୟ ୨ କେଜି ୫ […]

କାଲିଗାଡୁ ହିଲ ଟପ ରେ ଜିଲ୍ଲାପାଳ ପର୍ଯ୍ୟଟନ ଉପରେ କଲେ ଫୋକସ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବାର ମାସ ଦୁଇଟାବି ନ ପୂରୁଣୁ ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଓ ପର୍ଯ୍ୟଟନ ର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା ମାନ ହାତକୁ ନେଉଛନ୍ତି lଗତ କାଲି ଜିଲ୍ଲାପାଳ ପାଟିଲ ହଟାତ ଜି. ଉଦୟଗିରି ଗସ୍ତ ରେ ଯାଇ ମଲ୍ଲିକ ପୋଡି ପଂଚାୟତ ଅନ୍ତର୍ଗତ କାଲି ଗାଡ଼ୁ ହିଲ ଟପ କୁ ଯାଇ କିଛିସମୟ […]

ବେଆଇନ ଘୁଟକା ଦୋକାନ ଉପରେ ଚଢ଼ାଉ, ଜୋରିମାନା ଆଦାୟ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀସହର ସମେତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ବେଆଇନଭାବେ ଖୁଲମଖୁଲା ଘୁଟୁକା ବିକ୍ରୀ କରାଯାଉଥିବା ଅଭିଯୋଗ ହେବାପରେ ପ୍ରଶାସନ ଚେତିଛି l ବୁଧବାର ଡ୍ର ଗ ଇନିସ୍ପେକ୍ଟର ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଜି. ଉଦୟଗିରି ଅଂଚଳରେ ଅତର୍କିତ ଭାବେ ବିଭିନ୍ନ ଦୋକାନଉପରେ ଚଢ଼ାଉ କରି ଘୁଟକା ଜବତ କରିବାସହ ଜୋରିମାନା ଆଦାୟ କରିଥିଲେ lଏହି ଟିମ ପ୍ରାୟ ୨ ୧ ଟି ଦୋକାନ ଉପରେ ଚଢ଼ଉକରି ତିନିହଜାର ରୁ ଉର୍ଦ୍ଧ […]

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳିତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଫୁଲବାଣୀ ଏ ଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ର ଦ୍ୱିତୀୟ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ ସଚେତନତା ସଭା ରେ ମୁଖ୍ୟ ଚିକିତ୍ସାଳୟ ର ଏଡିପିଏଚ ଓ( ଡିସି )ଡାକ୍ତର ବସନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ଚିକିତ୍ସା ମନୋ ବିଜ୍ଞାନୀ ତପସ୍ୱିନୀ […]

ବାଲିଗୁଡାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ତାଲୁକା ଆଇନ ସେବା ସମିତିର ଜିଲ୍ଲା ଅଧକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଲିଗାଲ ସର୍ଭିସ ଅଥରିଟି ଏବଂ କନ୍ଧମାଳ ଜିଲ୍ଲା ତାଲୁକା ଆଇନ ସେବା ସମିତି ସହଯୋଗରେ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭାଗୃହ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତଥା ତାଲୁକା ଆଇନ ସେବା ସମିତିର ଅଧକ୍ଷ ଦିଲ୍ଲିପ କୁମାର ବିଶ୍ୱାଳ ଯୋଗ ଦେଇଥିବା ବେଳେ […]