ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ, : ବୁଦା ମୂଳରୁ ମୃତଦେହ ଉଦ୍ଧାର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଏକ ବୁଦା ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଥିବା ମୃତଦେହ କୁ ସାରଙ୍ଗଡ଼ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ସାରଙ୍ଗଡ଼ ପଂଚାୟତର କୁଳପଦର ଗ୍ରାମର ଟଟେ ମଲିକଙ୍କ ବଡ଼ ପୁଅ ପ୍ରଦୀପ କୁମାର ମଲିକ। ସୂଚନା ପ୍ରକାରେ ସାରଙ୍ଗଡ଼ ଥାନା ଅଧୀନରେ ଥିବା ଗୁଞ୍ଜିବାଡ଼ି ପଂଚାୟତର ତଡ଼ବାଡ଼ି ଗ୍ରାମର […]