ହର ଗୋବିନ୍ଦକୁ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାଶ୍ର lନିକେତା ପଂଚାୟତ ର ସଂlଗlକେତା ଗ୍ରାମ ର ହରଗୋବିନ୍ଦପ୍ରଧାନ ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାରଲୋକେl ହର ଗୋବିନ୍ଦ ଙ୍କୁ ହତ୍ୟାକରୀ କୁଆଡେ କିଛି ଲୋକ ମିଶି ଗଛରେ ଟାଙ୍ଗି ଦେଇଥିବା ମୃତ ହର ଗୋବିନ୍ଦ ର ପିତା ଲଣ୍ଡା ପ୍ରଧାନ ଅଭିଯୋଗ କରିଛନ୍ତି l ପୋଲିସ ଘଟଣା ର ସଠିକ ତଦନ୍ତ କରୁନଥିବା ଅଭିଯୋଗ କରି ଗୁରୁବାରପରିବାର ସମେତ ଗ୍ରାମବାସି ଫୁଲବାଣୀ ଆସି […]