ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଅବସର ପ୍ରାପ୍ତ ଶିକ୍ଷକ ଗିରଫ

ଫୁଲବାଣୀ ତା,(ସୁନୀଲ ପଟନାୟକ )ଚାରି ବର୍ଷ ର ଶିଶୁ କୁ ଦୁଷ୍କର୍ମ କରିବା ଅଭିଯୋଗ ରେ ପୋଲିସ ଜଣେ ଅବସରପ୍ରାପ୍ତ ଶିକ୍ଷକ ସୁବର୍ଣ ମଲିକକୁ ଗିରଫ କରିଛି lଏଭଳି ଖବର ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦଡକି ଗ୍ରାମ ପଂଚାୟତ ଅନ୍ତର୍ଗତ କାଣୀଦଣୀ ଗ୍ରାମରୁ lଅଭିଯୁକ୍ତ ସୁବର୍ଣ୍ଣ ମଳିକ ଗତ 22 ତାରିଖ ଦିନ ଗ୍ରାମ ର ଏକ ଚାରି ବର୍ଷର ଝିଅ ଅଙ୍ଗନବାଡି କେନ୍ଦ୍ରରେ ଖେଳୁ ଥିବା ସମୟରେ ତାକୁ ଗେଲ କରିବ ବୋଲି […]

ଦାରିଙ୍ଗବାଡି ରେ ଅବକାରୀବିଭାଗ ର ଚଢ଼ାଉ, ୨୮ କୁଇଣ୍ଟାଲ ମହୁଲ ଜବତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ରେ ଅବକାରୀ ବିଭାଗ r ଚଢ଼ାଉ lଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାର ଙ୍କ ନିର୍ଦେଶ କ୍ରମେ ବିଭାଗ ର କର୍ମଚାରୀ ପୋଲିସ ସହାୟତା ରେ ଭ୍ରମରବାଡି ଗ୍ରାମରେ ଚଢ଼ାଉ କରି ଜଣକୁ ଗିରଫକରିବା ସହ ପ୍ରାୟ ୨୮ କୁଇଣ୍ଟାଲ ଚୋରା ମହୁଲ ଜବତ କରିଛି lଏନେଇ ଅବକାରି ବିଭାଗପକ୍ଷରୁ ୭୭ /୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି lଅବକାରୀ […]

ଜଳ ସ୍ତର ବୃଦ୍ଧି କରିବାକୁ ପ୍ରୟାସ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି lଜିଲାରେ ଜଳ ସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତିlପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି l ନଳ କୂପ, କୂପ,ନଦୀ ନାଳ ଆଦି ସବୁ ଶୁଖିଯାଉଛି lଏହାକୁ ଦୃଷ୍ଟିରେ ରଖି ଜଳ ସ୍ତର କିପରି ବୃଦ୍ଧି ହେବ ଆଉ ଜଳ […]

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା, ଦୋକାନ ବଜାର ଖୋଲିଲା

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ ପୂଜାକମିଟି ସଦସ୍ୟ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା l ତେବେଚଳିତ ବର୍ଷ ଦୁର୍ଗାପୂଜା ପାଇଁ ମଣ୍ଡପ ସ୍ଥାନ ସଫା କରାଯିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରିବା ଫଳରେ ବିବାଦ ଉଗ୍ର […]

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨ ୫ ବର୍ଷ କାରାଦଣ୍ଡ

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର ବେହେରା ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(ବୟାଳିଶ ବର୍ଷ ) ଙ୍କୁ ପଚିଶ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହ ପଚିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lଜୋରିମାନା ଅନାଦେୟ ଅଧିକ ଏକ […]

ପହିରାଜୂ ପଂଚାୟତ ରେ ପ୍ରଶାସନ ର ପରିବର୍ତନ ମେଳା

ଫୁଲବାଣୀ :-(ସୁନୀଲ ପଟନାୟକ) କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ପହିରାଜୂ ଗ୍ରାମ ପଞ୍ଚାୟତ ରେ ପରିବର୍ତନ ମେଳା ଅନୁଷ୍ଠିତ ହୋଇଯାଇଛି l ଯାହାର ଶୀର୍ଷକ ଥିଲା “ପରିବର୍ତନ ର ସ୍ୱର” l ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ ସମସ୍ତେ ଯେମିତି ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ନ ହେବେ ସେ ଉପରେ ଗୋଷ୍ଠୀ ଉର୍ନୟନ ଅଧିକାରୀ […]

ସୁଡ୍ରା ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅନୁଷ୍ଠିତ

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସରୋଜିନୀ ମଳିକ ଙ୍କ ନେତୃତ୍ୱ ରେ ସୁଡ୍ରା ବଜାର ହାଟ, ବିଦ୍ୟାଳୟ ପରିସର ଆଦି ବିଭିନ୍ନ ଅଞ୍ଚଳ ରେ ଗାଁ ଲୋକେ ମିଳିମିଶି ସଫା ସୁତରା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଡିଗାଲ, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସାବତ, ବ୍ଲକ ସଂଯୋଜକ […]

ଅଟୋ ଓଲଟିଲା, ୩ ଗୁରୁତର

,ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡ଼ିଆକିଆ ପଂଚାୟତ ଗଡ଼ମାହା ଘାଟିରେ ଭାର ସାମ୍ୟ ହରାଇ ଏକ ଯାତ୍ରୀ ବାହି ଅଟୋ ଓଲଟି ପଡିବା ଫଳରେ ଏଥିରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡିଛି lଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି lଗୁରୁତର ୩ ଜଣଙ୍କୁ ଫୁଲବାଣୀ ସଦରମହକୁମା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି […]

୬ ୯ ଟି ବିଦ୍ୟାଳୟ କୁ ଜମିପଟ୍ଟା ମିଳିଲା

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲାର ୬୯ ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ଜମି ପଟ୍ଟାପ୍ରଦାନ ଉତ୍ସବ ରେ ଫୁଲବାଣୀ ତହସିଲଦାର ଦିନମଣି ନାୟକ ,ଫୁଲବାଣୀବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ,ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ ସ୍କୁଲ ର ନିଜସ୍ୱ ଜମି ପଟ। ବଣ୍ଟନ କରାଯାଇଥିଲା । ଏହା ରାଜ୍ୟ ସରକାରଙ୍କର ଏକ […]

ତୁମୁଡିବନ୍ଧ ବ୍ଲକରେ ପରିବର୍ତ୍ତନ ମେଳା ୨୦୨୨ ଆୟୋଜିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ପ୍ରଶାସନ ପକ୍ଷରୁ କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ପରିବର୍ତ୍ତନ ମେଳା ୨୦୨୨” ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ବିଭାଗ ଜରିଆରେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଏକାଧିକ ଜନହିତକର ଯୋଜନା ଓ ଏହାର ଉପକାରିତା ସିଧାସଳଖ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ଉଦେଶ୍ୟ l ମେଳାରେ କୁର୍ତ୍ତମଗଡ଼ ପଞ୍ଚାୟତର ଶତାଧିକ ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ବିଭାଗ ଜରିଆରେ ସରକାରଙ୍କର ଜନହିତକର […]