ପୋଷଣ ମାସ ପାଳନ-୨୦୨୨ ଅବସରରେ କୋଷାଗୁମୁଡ଼ା ଠାରେ ମିଲେଟ୍ସ ମିଶନର ଖାଦ୍ୟ ମେଳା ଓ ସଚେତନତା ଶିବିର

ନବରଙ୍ଗପୁର( ବସନ୍ତ କୁମାର ସ୍ବାଇଁ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ସମିଳନୀ କକ୍ଷରେ ଶୁକ୍ରବାର ଦିନ ଜାତୀୟ ପୋଷଣ ଦିବସ ଅବସରରେ ନବରଙ୍ଗପୁର ଓଡିଶା ମିଲ୍ଲେଟ୍ସ ମିଶନ ଏବଂ ଆତ୍ମା ସହାୟତାରେ ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ‘ଆର.ସି.ଡି.ସି’ ଦ୍ଵାରା ଖାଦ୍ୟ ମେଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କୋଷାଗୁମୁଡ଼ା ବ୍ଲକର ୨୬ ଗୋଟି ପଞ୍ଚାଯତର ଅଙ୍ଗନୱାଡି କର୍ମୀ,ସୁପରଭାଇଜର ଓ ସ୍ଵଯଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଉପସ୍ଥିତିରେ ୧୬ ଓ ୧୭ ସେପ୍ଟେମ୍ବର ଦୁଇ ଦିନି […]

ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପରଲୋକ

ଫୁଲବାଣୀ (ସୁନୀଲ ପଟନାୟକ )ପୂର୍ବତନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ଟିକାବାଲି ବ୍ଲକ ଅଧ୍ୟକ୍ଷ, ବର୍ଷିଆନ କଂଗ୍ରେସ ନେତା ବରୁଣ ଭୋଇ ଙ୍କ ଆଜି ପରଲୋକ ହୋଇଯାଇଛି lସେ ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିଲେ ମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା lସେ ଜଣେ ଦକ୍ଷ ସଂଗଠକ, ମେଳାପୀ, ବନ୍ଧୁ ବତ୍ସଳ ଥିଲେ lତାଙ୍କ ବିୟୋଗ ରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ, ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ତଥା […]

ଜାତୀୟ ପୋଷଣ ମାସ ପାଳନ-୨୦୨୨ ଅବସରରେ ମିଲେଟ୍ସ ମିଶନର ସଚେତନତା ଅଭିଯାନ ସଚେତନତା ରଥ ମାଧ୍ୟମରେ କୋଷାଗୁମୁଡ଼ା ବ୍ଲକର ଗ୍ରାମାଞ୍ଚଳରେ ସେପ୍ଟେମ୍ବର ୧୫ ତାରିଖ ଋ ୧୮ ତାରିଖ ’୨୦୨୨ ପର୍ଯନ୍ତ ସଚେତନତାର ବାର୍ତ୍ତା ପ୍ରଚାର କରିବ

ନବରଙ୍ଗପୁର (ବସନ୍ତ କୁମାର ସ୍ୱାଇଁ): ନବରଙ୍ଗପୁରଜିଲ୍ଲା କୋଷାଗୁମୁଡା ବ୍ଲକ ର ଜାତୀୟ ପୋଷଣ ମାସ ପାଳନ ଅବସରରେ ଏକ ପ୍ରଚାର ଗାଡି କୁ ନବରଙ୍ଗପୁର ଜିଲ୍ଲା କୃଷି ଅଫିସ ଠାରେ ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ ଉଦଘାଟନ କରିଥିଲେ ଓସ୍କିମ ଅଧିକାରୀ ଶ୍ରୀ କମଳ ଲୋଚନ ନାୟକ , କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁର୍ଯୋଧନ ଜାନୀ , ପାପଡାହାଣ୍ଡି ବ୍ଲକକୃଷି ଅଧିକାରୀ ଶ୍ରୀ ସୌମ୍ୟରଂଜନ, ଓଡିଶା ମିଲ୍ଲେଟ୍ସ ମିଶନ ର […]

୬ ହଜାର ପ୍ରତିଯୋଗୀ ମଧ୍ୟରୁ ବୈଭବ ଏସିଆ ମହାଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କଲେ

ଭୁବନେଶ୍ୱର (ଉଳାପ୍ର )ୟୁଏନ୍ଇପି ଏବଂ ୟୁନେସ୍କୋ ଆନୁକୁଲ୍ୟରେ ଏସିଆ ପ୍ୟାସିଫିକ ରିଜିଓନାଲ ଓଜ଼ନ୍୨କ୍ଲାଇମେଟ୍ ଆର୍ଟ ପ୍ରତିଯୋଗିତା ମାର୍ଚ୍ଚ ମାସରେ ଆୟୋଜନ କରାଯାଇଥିଲା। ଏଥିରେ ୩୪ଟି ଦେଶର ୬୦୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ବିଭିନ୍ନ ଦେଶରୁ ୯୮ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଭାରତର ମିନିଷ୍ଟ୍ରି ଅଫ୍ ଏନଭାର୍ମେନ୍ଟ, ଫରେଷ୍ଟ & କ୍ଲାଇମେଟ୍ ଚେଞ୍ଜ ଦ୍ୱାରା ୟୁଥ୍ ଗ୍ରାଫିକ୍ ଡିଜାଇନ୍ ବିଭାଗ ରେ ଚୟନ କରାଯାଇଥିବା ସେନ୍ଟ ଜାଭିୟର୍ସ ହାଇ ସ୍କୁଲ, ଖଣ୍ଡଗିରି ର […]

ଜ଼ିଲ୍ଲା ସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ

ଫୁଲବାଣୀ (ulaapra)ଶନିବାର ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଠାରେ,26.9.2022 ରିଖ ଦିନ ଫୁଲବାଣୀ ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହେବ l ସେଥିପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କର ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ପ୍ରସନ୍ନ ବିଶୋଇ, ଓଲିଉଡ ସିଙ୍ଗର ଏବଂ ଆକ୍ଟର ଜଳନ୍ଧର ବେହେରା, ଆଇନଜୀବୀ […]

ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ବିଶ୍ୱକର୍ମା ପୂଜା ପାଳିତ

ଫୁଲବାଣୀ (ଉଲ୍ଲାପ୍ର )ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ବିଶ୍ୱକର୍ମା ପୂଜା ମହାସମା ରୋହରେ ପାଳିତ ହୋଇଥିଲା lବିଶେଷ କରି ସହରରେ ପୂର୍ତ୍ତ ବିଭାଗ, ଜି ଇ ଡି, ପି ଏଚ ଇ ଡି, ଆଗରୋ ଇଣ୍ଡଷ୍ଟ୍ରିସ, ଠିକାଦାର ସଙ୍ଘ, ଇ ଏଚ ଟି, ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଜାକଜକମ ରେ ଅନୁଷ୍ଠିତ ହୋଇଥିଲା lପାଗ ଅନୁକୂଳ ଥିବାରୁ ଲୋକେ ସନ୍ଧ୍ୟାରେ ପୂଜା ଦେଖିବା ଲାଗି ଭିଡ଼ ଜମାଇଥିଲେ lଆଇନ ଶୃଙ୍ଖଳା ପରିସ୍ଥିତି […]

ବିଜେପି ରେ ସାମିଲ ହେଲେ ତିନିଶହ ଲୋକେ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଜଗରନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ,ଜିଲା ବିଜେପି ମହିଳା ନେତ୍ରୀ ତଥା ଫୁଲବାଣୀ ପୌରପରିସଦ ଅଧକ୍ଷା ସ୍ମିତାରଣୀ ମହାନ୍ତି ଓ ବିଜେପି ନଗର […]

ବର୍ଷା ଦିନରେ ଜଳ କଷ୍ଟ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଫୁଲବାଣୀ(ସୁନୀଲ ପଟନାୟକ )ବର୍ଷା ଦିନରେ ଜଳ କଷ୍ଟ l ଶୁଣିଲେ କାନକୁ ନିଶ୍ଚୟ ଅଡୁଆ ଲାଗିପାରେ ହେଲେ କଥାଟା ସତ lନିୟମିତ ପାଇପ ଯୋଗେ ପାଣି ନ ଆସିବା ଫଳରେ ଲୋକେପିଇବା ପାଣି ପାଇଁ ହନ୍ତସନ୍ତ ହେଲେ lଫଳରେ ଆଜି ସନ୍ଧ୍ୟାରେ ଆର ଟି ଓ ଅଫିସ ନିକଟ ଶଗଡ଼ିଆ ସାହି ଠାରେ ଲୋକେ ଗରା ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ lଫଳରେ ଗମନା ଗମନ ବାଧା ପ୍ରାପ୍ତ ହୋଇଥିଲlଖବର ପାଇ ପୋଲିସ ଓ ପ୍ରଶାସନ […]

ବିଭିନ୍ନ ଦାବୀ ପୂରଣ ନେଇ ରାଜ୍ୟ ସଭା ସାଂସଦ ଙ୍କୁ ଦାବୀ ପତ୍ର

ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ରବିବାର ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଙ୍କୁ କଳିଙ୍ଗା ଠାରେ ବିଶପ ଡ଼ଃ. ଦିଲ୍ଲୀପ କୁମାର ବଳ ଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lମାଇନରୀଟି କମିଶନ ଓ ମାଇନରୀଟିଫାଇନାନସିଆଲ କର୍ପୋରେସନ ରୁ ସଂଖ୍ୟା ଲଘୁ ପିଲାମାନଙ୍କୁ ସ୍କଲାରସିପ ପ୍ରଦାନ କରିବା ଲାଗି କୁହାଯାଇଥିଲା lଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ବେଶ ଉପକୃତ ହୋଇପାରନ୍ତେ ବୋଲି କୁହା ଯାଇଛି l

ବେଲଘର ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଡାକ୍ତରଖାନା ଓ ଡାକ୍ତର ଅଭାବ ଯୋଗୁଁ ଏହାର ସିଧା ସଳଖ ଫାଇଦା ଉଠାଉଛନ୍ତି ଅଣ ତାଲିମ୍ ପ୍ରାପ୍ତ ବଙ୍ଗାଳି ଡାକ୍ତର। କୌଣସି ଅଭିଜ୍ଞତା ନଥିବା ସତ୍ବେ ଡାକ୍ତର ସାଜି ରୋଗୀ ଚିକିତ୍ସା କରିବା ସହ ଚଢ଼ା ଦରରେ ଔଷଧ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡ଼ିଛି। ଏଭଳି ଏକ ବେନାମୀ କ୍ଲିନିକ୍ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବେଲଘର […]