ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ ପାହାଡି ତରଙ୍ଗ ଅନୁଷ୍ଠାନ ର କୃତିତ୍ୱ
–ଫୁଲବାଣୀ (ସୁନୀଲ ପଟନାୟକ )ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କନ୍ଧମାଳ ର ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର କୁନି କୁନି ନୃତ୍ୟଙ୍ଗନା ମହା ମଣ୍ଡଳସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରି ବାଲିଗୁଡା ତଥା କନ୍ଧମାଳ ଜ଼ିଲ୍ଲା ର ଗର୍ବ ଓ଼ ଗୌରବ ଆଣିଛନ୍ତି l ଜ଼ିଲ୍ଲାର ଅଗ୍ରଣୀ ତଥା ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର ନୃତ୍ୟଗୁରୁ କେଦାର ନାୟକ ଏବଂ ଅନୁଷ୍ଠାନ ର ସମସ୍ତ ଶିକ୍ଷକ […]