ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ୨0 ବର୍ଷ ଜେଲ ଓ ଜରିମାନା
ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସଂଜିତ କୁମାର ବେହେରା ବୁଧବାର ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲା ପଡା ଗ୍ରାମର ରୋହିତ କହଁର ୨ ୧ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lସୁଚନା ଅନୁଯାୟୀ ଗତ ୨0୨0ମସିହାଖରା ଛୁଟି ସମୟରେକ. ନୂଆଗାଁ ଥାନା ଅଂଚଳ ରେ […]