ପୁଣି ଯନ୍ତ୍ରୀ ଙ୍କ ଉପରେ ଆକ୍ରମଣ, ଥାନାରେ ଏତଲା
ଫୁଲବାଣୀ (ସୁନୀଲ ପଟନାୟକ )ପୁଣି ଫୁଲବାଣୀ ସହରରେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ lଆକ୍ରମଣ ର ଶିକାର ହୋଇଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଫୁଲବାଣୀ ମୁନିସିପାଲିଟି ର ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ lସୂଚନା ଯୋଗ୍ୟ ଯେ, ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ନାୟକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୁତ୍ତଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ lଏ ନେଇ ଯନ୍ତ୍ରୀ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେlତେବେ ସହରରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































