ଫୁଲବାଣୀ ରେ 77 ତମ ଜିଲ୍ଲା ସ୍ତରୀୟ ସ୍ୱଧୀନତା ଦିବସ ପାଳିତ
ଫୁଲବାଣୀ-(ସୁନୀଲ ପଟ୍ଟନାୟକ)ମଙ୍ଗଳବାର ମହାସମାରୋହରେ ସାରା ଦେଶ ପାଳୁଛି 77 ତମ ସ୍ଵାଧୀନତା ଦିବସ l ସେହିପରି କଡା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପୁଲିସ ରିଜର୍ଭ ପଡ଼ିଆ ଠାରେ ଜିଲାସ୍ତରୀୟ ସ୍ବାଧିନତା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁସୁଚୀ ଜାତି ଓ ଜନ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଜାତୀୟ ପତାକା ଉତ୍ତୋଳନକରିବା ସହ ସମ୍ମିଳିତ ପ୍ୟାରେଡ ରେ […]