ଅଟୋ ଓଲଟିଲା, ୩ ଆହତ
ଫୁଲବାଣୀ -1/09(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅଧିନସ୍ତ ଗେଟା ମୁଣ୍ଡା ଗ୍ରାମ ନିକଟରେ ନାମ ସଂକୀର୍ତନ ଦଳ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଏଥିରେ ଯାଉଥିବା ଅନେକ ଲୋକ ଆହତ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି lବୋୖଦ୍ଧ ଜିଲ୍ଲା ହରଭଂଗା ଅଂଚଳ ର ଏକ ନାମ ସଂକୀର୍ତନ ଦଳ ଦୁତୀପଡ଼ା ଆସି ସଂକୀର୍ତନ ସାରି ଆଜି ଫେରୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































