ଲଘୁଚାପ ଜନିତ ବର୍ଷା କ୍ଷତିଗ୍ରସ୍ତ ପରିବାର ବର୍ଗ ଙ୍କୁ ପଲିଥିନ ବଣ୍ଟନ
ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଏକର ଏକର ଚାଷଜମି ଧୋଇ ହୋଇ ଯାଇଛି। ବର୍ଷା ଯୋଗୁଁ ଅନେକ ଙ୍କ ଘରଦ୍ଵାର ଭାଙ୍ଗି ଯାଇଛି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ରାଜସ୍ୱ ନିରୀକ୍ଷିକା ଙ୍କ ଦ୍ଵାରା ଯୋଗ୍ୟ ହିତାଧିକାରୀଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ନିଜେ ରାଜସ୍ୱ ନିରୀକ୍ଷିକା ରିତାଞ୍ଜଳୀ ବେହେରା ଗାଁ ଗାଁ ବୁଲି କ୍ଷତିଗ୍ରସ୍ତ ପରିବାରକୁ ଭେଟିଛନ୍ତି। ଏଥିରେ ତାଙ୍କୁ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































