ଭାଲୁ ଆକ୍ରମଣ ରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର
ଫୁଲବାଣୀ (ସୁନୀଲ ପଟନାୟକ )ବାଲିଗୁଡା ଥାନା ଵାଟlଗୁଡ଼ା ଅଂଚଳ ରେ ଅଭାବନିୟ ଘଟଣା ଘଟିଛି lଭାଲୁ ଆକ୍ରମଣ ରେ ସ୍ତ୍ରୀ ର ମୃତ୍ଯୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି lସକାଳୁ ସକାଳୁ ବାପା ବlଞ୍ଚା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ତ ଜଙ୍ଗଲ କୁ ଶିଆଳି ପତ୍ର ତୋଳିବାପାଇଁ ଯାଇଥିବାବେଳେଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା lଫଳରେ ସ୍ତ୍ରୀ ବୁଡାଳି ମଲିକ ର […]