ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧୋଇ ହୋଇ ଧସି ଯାଇଛି। ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଲୋକେ ବିପଦସଂକୁଳ ଅବସ୍ଥାରେ ଅଟୋରେ ଯାତାୟାତ […]