ଜାତୀୟ କର୍ମୀ ନାଶନ ଦିବସ
୨ଲକ୍ଷ ୩୮ହଜାର ୪୭୯ଙ୍କୁ ବଟିକା ଦିଆଯିବ
ଫୁଲବାଣୀ-(ସୁନୀଲ ପଟନାୟକ)ଅଜି ଫୁଲବାଣୀର ପକନlଗାଁ କନ୍ୟାଶ୍ରମ ଠାରେ ଜାତୀୟ କର୍ମୀ ନା ସନ ଦିବସ୍ ଅନୁଷ୍ଠିତ ହୋଇଥିଲା। ଏଠାରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ତଥା ଅନ୍ୟ ସ୍ୱାସ୍ଥ୍ୟ ଏବଂ ଶିକ୍ଷ୍ୟା ବିଭାଗ ର ଅଧିକାରୀ ମାନେ ଉପସ୍ଥିତି ଥିଲେ। ଏହି ଅବସର ରେ ସ୍କୁଲ ରେ ମୋଟ ୪୨୨ ଜଣ ଛାତ୍ରୀ ଙ୍କୁ ଆଜି କୃମିନlଶକ ବଟିକା ସେବନ […]